ଅଫିସରେ ୪ ଦିନ କାମ ଓ ୨ ଦିନ ଲକଡାଉନ୍

ମେଟ୍ରୋ ଟିଭି ଓଡିଶା (୨୪.୫.୨୦୨୨ )

ଗତ ଏକ ବର୍ଷ ଧରି ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସମସ୍ୟା ହ୍ରାସ ପାଇବା ପରିବର୍ତ୍ତେ ଆହୁରି ବଢ଼ିଚାଲିଛି । ପେଟ୍ରୋଲ-ଡିଜେଲର ବଢ଼ୁଥିବା ଦାମ୍ ସମସ୍ୟାକୁ ଆହୁରି ବଢ଼ାଇଦେଇଛି । ଅନେକ ଚେଷ୍ଟା ପରେ ବି କୌଣସି ଉପାୟ ମିଳୁପାରି ନାହିଁ । ଏହାରି ମଧ୍ୟରେ ପାକିସ୍ତାନ ସରକାର ଏହି ସମସ୍ୟାକୁ ଦୂର କରିବା ପାଇଁ କର୍ମଚାରୀଙ୍କ କାର୍ଯ୍ୟଦିବସକୁ ହ୍ରାସ କରିବା ପାଇଁ ପ୍ଲାନ୍ କରୁଛନ୍ତି । ଗତ ଏକ ବର୍ଷ ଧରି ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସମସ୍ୟା ହ୍ରାସ ପାଇବା ପରିବର୍ତ୍ତେ ଆହୁରି ବଢ଼ିଚାଲିଛି । ପେଟ୍ରୋଲ-ଡିଜେଲର ବଢ଼ୁଥିବା ଦାମ୍ ସମସ୍ୟାକୁ ଆହୁରି ବଢ଼ାଇଦେଇଛି । ଅନେକ ଚେଷ୍ଟା ପରେ ବି କୌଣସି ଉପାୟ ମିଳୁପାରି ନାହିଁ ।

ଏହାରି ମଧ୍ୟରେ ପାକିସ୍ତାନ ସରକାର ଏହି ସମସ୍ୟାକୁ ଦୂର କରିବା ପାଇଁ କର୍ମଚାରୀଙ୍କ କାର୍ଯ୍ୟଦିବସକୁ ହ୍ରାସ କରିବା ପାଇଁ ପ୍ଲାନ୍ କରୁଛନ୍ତି ।ଗତ ଏକ ବର୍ଷ ଧରି ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସମସ୍ୟା ହ୍ରାସ ପାଇବା ପରିବର୍ତ୍ତେ ଆହୁରି ବଢ଼ିଚାଲିଛି । ପେଟ୍ରୋଲ-ଡିଜେଲର ବଢ଼ୁଥିବା ଦାମ୍ ସମସ୍ୟାକୁ ଆହୁରି ବଢ଼ାଇଦେଇଛି । ଅନେକ ଚେଷ୍ଟା ପରେ ବି କୌଣସି ଉପାୟ ମିଳୁପାରି ନାହିଁ । ଏହାରି ମଧ୍ୟରେ ପାକିସ୍ତାନ ସରକାର ଏହି ସମସ୍ୟାକୁ ଦୂର କରିବା ପାଇଁ କର୍ମଚାରୀଙ୍କ କାର୍ଯ୍ୟଦିବସକୁ ହ୍ରାସ କରିବା ପାଇଁ ପ୍ଲାନ୍ କରୁଛନ୍ତି ।

ବର୍ଷରେ ୧.୫ ବିଲିୟନ ଡ଼ଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ପ୍ରସ୍ତାବରେ କୁହାଯାଇଛି ଯେ, କାର୍ଯ୍ୟ ଦିନରେ ୯୦ ପ୍ରତିଶତ ତୈଳ ବ୍ୟବହାର ହେଉଥିବାବେଳେ ଛୁଟିଦିନରେ ଏହି ସଂଖ୍ୟା ମାତ୍ର ୧୦ ପ୍ରତିଶତ ରହୁଛି ।

ଏହା ବ୍ୟତୀତ ପାକିସ୍ତାନ ଷ୍ଟେଟ ବ୍ୟାଙ୍କ ଦ୍ୱିତୀୟ ଏବଂ ତୃତୀୟ ଯୋଜନା ମଧ୍ୟ ପ୍ରସ୍ତୁତ କରିଛି । ଦ୍ୱିତୀୟ ଯୋଜନା ଅନୁଯାୟୀ, ୪ କାର୍ଯ୍ୟଦିବସ, ୨ ଛୁଟି ଦିନ ଏବଂ ଗୋଟିଏ ଦିନ ଲକଡାଉନ୍ କରିବାକୁ ପରାମର୍ଶ ଦିଆଯାଇଛି । ଏହା ପ୍ରତି ମାସରେ ପ୍ରାୟ ୧୭୫ ନିୟୁତ ଡଲାର ସଞ୍ଚୟ ହେବ ବୋଲି ଆକଳନ କରାଯାଇଛି । ବାର୍ଷିକ ଏହା ୨.୧ ବିଲିୟନ ଡ଼ଲାରରେ ପହଞ୍ଚିପାରେ ।

ତୃତୀୟ ଯୋଜନାରେ ୪ କାର୍ଯ୍ୟଦିବସ, ୧ ଦିନ ଛୁଟି ଏବଂ ୨ ଦିନ ଲକଡାଉନ୍ କରିବାକୁ ପରାମର୍ଶ ଦିଆଯାଇଛି । ଏହି ଯୋଜନା ବାର୍ଷିକ ୨.୭ ବିଲିୟନ ଡଲାର ସଞ୍ଚୟ କରିବ ବୋଲି ଆଶା କରାଯାଉଛି ।ବର୍ଷରେ ୧.୫ ବିଲିୟନ ଡ଼ଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ପ୍ରସ୍ତାବରେ କୁହାଯାଇଛି ଯେ, କାର୍ଯ୍ୟ ଦିନରେ ୯୦ ପ୍ରତିଶତ ତୈଳ ବ୍ୟବହାର ହେଉଥିବାବେଳେ ଛୁଟିଦିନରେ ଏହି ସଂଖ୍ୟା ମାତ୍ର ୧୦ ପ୍ରତିଶତ ରହୁଛି ।

ଏହା ବ୍ୟତୀତ ପାକିସ୍ତାନ ଷ୍ଟେଟ ବ୍ୟାଙ୍କ ଦ୍ୱିତୀୟ ଏବଂ ତୃତୀୟ ଯୋଜନା ମଧ୍ୟ ପ୍ରସ୍ତୁତ କରିଛି । ଦ୍ୱିତୀୟ ଯୋଜନା ଅନୁଯାୟୀ, ୪ କାର୍ଯ୍ୟଦିବସ, ୨ ଛୁଟି ଦିନ ଏବଂ ଗୋଟିଏ ଦିନ ଲକଡାଉନ୍ କରିବାକୁ ପରାମର୍ଶ ଦିଆଯାଇଛି । ଏହା ପ୍ରତି ମାସରେ ପ୍ରାୟ ୧୭୫ ନିୟୁତ ଡଲାର ସଞ୍ଚୟ ହେବ ବୋଲି ଆକଳନ କରାଯାଇଛି । ବାର୍ଷିକ ଏହା ୨.୧ ବିଲିୟନ ଡ଼ଲାରରେ ପହଞ୍ଚିପାରେ ।ତୃତୀୟ ଯୋଜନାରେ ୪ କାର୍ଯ୍ୟଦିବସ, ୧ ଦିନ ଛୁଟି ଏବଂ ୨ ଦିନ ଲକଡାଉନ୍ କରିବାକୁ ପରାମର୍ଶ ଦିଆଯାଇଛି । ଏହି ଯୋଜନା ବାର୍ଷିକ ୨.୭ ବିଲିୟନ ଡଲାର ସଞ୍ଚୟ କରିବ ବୋଲି ଆଶା କରାଯାଉଛି ।