ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର

ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର

ମେଟ୍ରୋ ଟିଭି ଓଡିଶା (୯.୫.୨୦୨୨)

ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର । ଗତକାଲି ବିଳମ୍ବିତ ରାତି ଗୋଟାଏ ୧୧ ମିନିଟ୍‌ରେ ଆଣ୍ଡାମାନ-ନିକୋବରରେ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି ।

ବିଳମ୍ୱିତ ରାତିରେ ଭୂମିକମ୍ପ ହୋଇଥିବାରୁ ପ୍ରାୟ ସମସ୍ତ ଲୋକ ଘରେ ରହିଥିଲେ । ହେଲେ ସବୁଠାରୁ ବଡ଼ କଥା ହେଉଛି ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୪ ହୋଇଥିବା ଜଣାପଡ଼ିଛି ।