ଭୁବନେଶ୍ୱର: ଆସିଗଲା ପବିତ୍ର ବଡ଼ଦିନ। ଶାନ୍ତି, ମୈତ୍ରୀ ଓ କାରୁଣ୍ୟର ଅବତାର ପ୍ରଭୁ ଯୀଶୁଙ୍କ ଧରାବତରଣ ପାଇଁ ସାରା ବିଶ୍ୱ ଉତ୍ସବମୁଖର ହୋଇଉଠିଛି। ଆଜି ମଧ୍ୟରାତ୍ରିରେ ଚର୍ଚ୍ଚଗୁଡ଼ିକରେ ପ୍ରାର୍ଥନା ଓ ସ୍ୱତନ୍ତ୍ର ନୀତିକାନ୍ତି ସହ ପ୍ରଭୁଙ୍କ ଜନ୍ମୋତ୍ସବ ପାଳନ କରାଯିବ। ଓଡ଼ିଶାର କଟକ, ଭୁବନେଶ୍ୱର, ବ୍ରହ୍ମପୁର ଓ କନ୍ଧମାଳ ସମେତ ସବୁ ଅଞ୍ଚଳରେ ଥିବା ଚର୍ଚ୍ଚଗୁଡ଼ିକୁ ରଙ୍ଗବେରଙ୍ଗର ଆଲୋକ ମାଳାରେ ସଜାଯାଇଛି। ଖ୍ରୀଷ୍ଟମାସ ଟ୍ରି ଏବଂ ପ୍ରଭୁଙ୍କ ଜନ୍ମର କାହାଣୀ ବର୍ଣ୍ଣନା କରୁଥିବା ‘ଗୁହାଳ ଘର’ ବା ଗୁମ୍ଫା ଦର୍ଶକଙ୍କ ମନ ମୋହୁଛି। ଆଜି ରାତି ୧୨ଟା ବାଜିବା ମାତ୍ରେ ଘଣ୍ଟା ଶବ୍ଦ ଓ କ୍ୟାରୋଲ୍ ଗାନରେ ଚର୍ଚ୍ଚ ପରିସର କମ୍ପିଉଠିବ। ଶ୍ରଦ୍ଧାଳୁମାନେ ସାମୂହିକ ପ୍ରାର୍ଥନାରେ ଯୋଗଦେଇ ବିଶ୍ୱଶାନ୍ତି ଓ ଭାଇଚାରା ପାଇଁ କାମନା କରିବେ। ପିଲାମାନଙ୍କ ମଧ୍ୟରେ ସାନ୍ତାକ୍ଲଜ୍ଙ୍କୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଘରେ ଘରେ ପିଠା ଓ କେକ୍ ପ୍ରସ୍ତୁତି ସହ ପରସ୍ପରକୁ ବଡ଼ଦିନର ଶୁଭକାମନା ଜଣାଉଛନ୍ତି ଖ୍ରୀଷ୍ଟଧର୍ମାବଲମ୍ବୀ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Next Post