ଟିକସ ହସ୍ତାନ୍ତର ବାବଦରେ ଓଡିଶାକୁ ଆଗୁଆ ୪୬୦୧ କୋଟି

ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଏବଂ ରାଜ୍ୟଗୁଡ଼ିକୁ ପୁଞ୍ଜି ଖର୍ଚ୍ଚକୁ ତ୍ୱରାନ୍ୱିତ କରିବା ଏବଂ ସେମାନଙ୍କ ବିକାଶ ସମ୍ବନ୍ଧୀୟ ଖର୍ଚ୍ଚ ପାଇଁ ଅର୍ଥ ଯୋଗାଇବା ପାଇଁ କେନ୍ଦ୍ର ସରକାର ଟିକସ ହସ୍ତାନ୍ତରର ଏକ ଅଗ୍ରୀମ କିସ୍ତି ଭାବେ ରାଜ୍ୟ ସରକାରମାନଙ୍କୁ ୧,୦୧,୬୦୩ କୋଟି ଟଙ୍କାର ଟିକସ ହସ୍ତାନ୍ତର କରିଥିବାବେଳେ ଓଡିଶା ସରକାରକୁ ୪୬୦୧ କୋଟି ଟଙ୍କା ଦେଇଛନ୍ତି ।

ଅର୍ଥ ଯୋଗାଇବା ପାଇଁ, କେନ୍ଦ୍ର ସରକାର ୨୦୨୫ ମସିହା ଅକ୍ଟୋବର ୧୦ ତାରିଖରେ ଜାରି ହେବାକୁ ଥିବା ସାଧାରଣ ମାସିକ ହସ୍ତାନ୍ତର ବ୍ୟତୀତ ୨୦୨୫ ଅକ୍ଟୋବର ୧ ତାରିଖରେ ରାଜ୍ୟ ସରକାରମାନଙ୍କୁ ଅତିରିକ୍ତ ୧,୦୧,୬୦୩ କୋଟି ଟଙ୍କାର ଟିକସ ହସ୍ତାନ୍ତର ଜାରି କରିଛନ୍ତି।

ଅନ୍ୟ ରାଜ୍ୟମାନେ ପାଇଥିବା ଅର୍ଥ ନିମ୍ନରେ ପ୍ରଦାନ କରାଗଲା :

 

S. No. State Amount in ₹ crore
1 ANDHRA PRADESH 4112
2 ARUNACHAL PRADESH 1785
3 ASSAM 3178
4 BIHAR 10219
5 CHHATTISGARH 3462
6 GOA 392
7 GUJARAT 3534
8 HARYANA 1111
9 HIMACHAL PRADESH 843
10 JHARKHAND 3360
11 KARNATAKA 3705
12 KERALA 1956
13 MADHYA PRADESH 7976
14 MAHARASHTRA 6418
15 MANIPUR 727
16 MEGHALAYA 779
17 MIZORAM 508
18 NAGALAND 578
19 ODISHA 4601
20 PUNJAB 1836
21 RAJASTHAN 6123
22 SIKKIM 394
23 TAMIL NADU 4144
24 TELANGANA 2136
25 TRIPURA 719
26 UTTAR PRADESH 18227
27 UTTARAKHAND 1136
28 WEST BENGAL 7644
Leave a comment