ଆଜି `ମନ କୀ ବାତ’ରେ ମନର କଥା କହିବେ ମୋଦି
ଆଜି `ମନ କୀ ବାତ’ରେ ମନର କଥା କହିବେ ପିଏମ ମୋଦି। ପୂର୍ବାହ୍ନ ୧୧ଟାରେ ପ୍ରସାରଣ ହେବ କାର୍ଯ୍ୟକ୍ରମର ୧୧୯ ତମ ସଂସ୍କରଣ। ଦେଶର ୧୨ଟି ସ୍ଥାନରୁ ଯୋଡ଼ି ହେବେ ସାଧାରଣ ଜନତା। କାନପୁରରେ ବଡ଼ ଆୟୋଜନ। ଶୁଣିବା ପାଇଁ ପ୍ରଶାସନ ପକ୍ଷରୁ ସୁବ୍ୟବସ୍ଥା। ଦେଶର 12ଟି ସ୍ଥାନରୁ ମନ କୀ ବାତ କାର୍ଯ୍ୟକ୍ରମ ସହ ଯୋଡ଼ି ହେବ ଜନତା। କାନପୁରରେ ଏଥିପାଇଁ ଆୟୋଜିତ ହୋଇଛି ସ୍ବତନ୍ତ୍ର ମନ କୀ ବାତ କାର୍ଯ୍ୟକ୍ରମ । ବିବେକାନନ୍ଦ ପ୍ରତିମା ସ୍ଥଳ, କାରଗିଲ ପାର୍କ, ମୋତିଝୀଲରେ ବହୁ ସଂଖ୍ୟାରେ ଲୋକ ମନ କୀ ବାତ ଶୁଣିବା ପାଇଁ ବ୍ୟବସ୍ଥା କରାଯାଇଛି ।