ମହାରାଷ୍ଟ୍ରରେ ବିଜେପିର ସଙ୍କଳ୍ପପତ୍ର ଜାରି କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଚାଷୀଙ୍କ ପାଇଁ ଋଣରେ ଛାଡ଼ ଘୋଷଣା କରିବ ବିଜେପି । ବଭନ୍ତର ଯୋଜନା ମଧ୍ୟରେ କୃଷକମାନଙ୍କୁ ମିଳିବ କ୍ଷତିପୂରଣ । ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ପେନ୍ସନ୍ ସ୍କିମ୍ ମାସକୁ 15 ଶହରୁ 21 ଶହ ଟଙ୍କାକୁ ବୃଦ୍ଧି କରାଯିବ। ଶିଳ୍ପକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ 25 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ । ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଯୁବକମାନଙ୍କ ପାଇଁ 25 ଲକ୍ଷ ଚାକିରି ପ୍ରତିଶୃତି ଦେଇଛନ୍ତି । ଲଡକି ବାହିନରେ ମିଳୁଥିବା ଭତ୍ତା 15 ଶହରୁ 21 ଶହ ଟଙ୍କାକୁ ବୃଦ୍ଧି କରାଯାଇଛି । ବିଜେପି ସଙ୍କଳ୍ପ ପତ୍ରକୁ ବାସ୍ତବ କାର୍ଯ୍ୟରେ ପରିଣତ କରେ । ଏନ୍ଡିଏ ସରକାରରେ ଭାରତ ବିଶ୍ବର ପଞ୍ଚନ ବୃହତ ଅର୍ଥନୀତିରେ ପରିଣତ ହୋଇଛି । କଂଗ୍ରେସ ଯେଉଁଠି ବି ନିର୍ବାଚନ ଜିତିଛି ସେଠାରେ ନିଜର ପ୍ରତିଶ୍ରୁତି ରକ୍ଷା କରିପାରିନାହିଁ ।
Trending
- ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ତତ୍ପର – ସୁରେଶ ପୂଜାରୀ
- ଓଡ଼ିଶାର ସର୍ବବୃହତ ପ୍ରେକ୍ଷାଳୟ ‘କଳାମଣ୍ଡଳ’ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
- “ଯେତେବେଳେ ମୋବାଇଲ୍ ଫୋନ୍ ଥାଏ, ବିହାରକୁ ଲଣ୍ଠନର ଆବଶ୍ୟକତା ନାହିଁ – ପ୍ରଧାନମନ୍ତ୍ରୀ ମୋଦୀ
- ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ୪୪ ଜଣ ଓକିଲ ଲଢ଼ିବେ
- ନୂଆପଡା ଲଢେଇରେ କେଉଁ ପ୍ରାର୍ଥୀ ଆଗରେ ?
- ନୂଆପଡା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଆମ ସମସ୍ତଙ୍କୁ ପ୍ରଭାବିତ କରିଛି
- ରାଜ୍ୟର ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ବିଜେପି ଆକ୍ରୋଶମୂଳକ ରାଜନୀତି ଆରମ୍ଭ କରିଛି: ବିଜେଡି
- ରାଜ୍ୟରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା
- ବସରେ ଲାଗିଲା ନିଆଁ , ୧୧ ମୃତ ୧୨ ଆହତ
- ବେଦାନ୍ତ ପକ୍ଷରୁ ଓଡିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ହେବ ପୁଞ୍ଜି ନିବେଶ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ