ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ସୁନୀଲ ଶ୍ରୀବାସ୍ତ ଘରେ ଆୟକର ବିଭାଗର ଚଢଉ

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘନିଷ୍ଠ ସହଯୋଗୀ ସୁନୀଲ ଶ୍ରୀବାସ୍ତଙ୍କ ଘରେ ଆୟକର ବିଭାଗର ଚଢଉ । ଆୟକର ବିଭାଗର ଟିମ୍ ସୁନୀଲଙ୍କ ବାସଭବନ ସହ ରାଞ୍ଚି ଓ ଜାମସେଦପୁରରେ ୯ଟି ସ୍ଥାନରେ  ଚଢଉ କରୁଛି । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଉଛନ୍ତି ସୁନୀଲ ଶ୍ରୀବାସ୍ତବ ।