ମଲ୍ଟି ଟାସ୍କିଂ ଷ୍ଟାଫ୍ (ଏମଟିଏସ୍) ଏବଂ ହାବିଲଦାର ପଦବୀ ପାଇଁ ନିଯୁକ୍ତି ପରୀକ୍ଷା ପାଇଁ କର୍ମଚାରୀ ଚୟନ ଆୟୋଗ (ଏସଏସସି) ଆଡମିଟ୍ କାର୍ଡ ଜାରି କରିଛି । ଆଡମିଟ୍ କାର୍ଡଗୁଡିକ ଅନଲାଇନ ମାଧ୍ୟମରେ ଏସଏସସିର ରିଜନ୍ ଭାବରେ ୱେବସାଇଟରେ ଡାଉନଲୋଡ ଡାଉନଲୋଡ୍ ପାଇଁ ଉପଲବ୍ଧ କରାଯାଇଛି ।ପରୀକ୍ଷାରେ ଭାଗ ନେବାକୁ ଯାଉଥିବା ପ୍ରାର୍ଥୀମାନେ ତୁରନ୍ତ ଅଫିସିଆଲ୍ ୱେବସାଇଟ୍ ଯାଇ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ଆପଣଙ୍କ ସୁବିଧା ପାଇଁ ଏହି ପେଜରେ ଆଡମିଟ୍ କାର୍ଡର ଏକ ଡାଇରେକ୍ଟ ଲିଙ୍କ୍ ଦିଆଯାଇଛି, ଯେଉଁଥିରେ ଆପଣ ସିଧାସଳଖ ଆଡମିଟ୍ କାର୍ଡ କ୍ଲିକ୍ କରି ଡାଉନଲୋଡ୍ କରିପାରିବେ ।ପ୍ରାର୍ଥୀଙ୍କ ସୂଚନା ପାଇଁ କହିରଖୁଛୁ କି, ମଧ୍ୟପ୍ରଦେଶ, କେନ୍ଦ୍ରୀୟ, ପଶ୍ଚିମ, ଉତ୍ତର ପଶ୍ଚିମ ଏବଂ ଉତ୍ତର ପୂର୍ବ ଅଞ୍ଚଳ ପାଇଁ ୫ ଟି ଅଞ୍ଚଳ ପାଇଁ ଏସଏସସି ଦ୍ୱାରା ଆଡମିଟ୍ କାର୍ଡ ଜାରି କରାଯାଇଛି ।
Trending
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
- ସ୍ମାର୍ଟ ସିଟି ଓ ଟ୍ଵିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
- ନରେନ୍ଦ୍ର ମୋଦୀଙ୍କୁ ଭେଟି ୱାକଫ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମ୍ପ୍ରଦାୟର ଲୋକମାନେ
- କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭାରତ ଗସ୍ତରେ ଆସିବେ ଆମେରିକା ଉପରାଷ୍ଟ୍ରପତି
- ଭାଷା ବିଭାଜନର କାରଣ ହେବା ଉଚିତ ନୁହେଁ
- ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି
Prev Post
Next Post