ବାଦାମ ଭଳି ଏହାର ତେଲ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ବାଦାମ ତେଲରେ ପାଦର ମାଲିଶ କରିବାରେ ଅନେକ ଲାଭ ମିଳିଥାଏ। ଏଥିରେ ଶରୀରରେ ଜମା ହୋଇଥିବା ଫ୍ୟାଟକୁ କମ କରିଥାଏ ଏବଂ ହାନିକାରକ ତତ୍ତ୍ୱ ବାହାରକୁ ବାହାର କରିଥାଏ। ଯେଉଁଥିରେ ଓଜନ କମ ହୋଇଥାଏ। ଏହା ବ୍ୟତୀତ ବାଦାମର ତେଳ ଥକାପଣକୁ ଦୂର କରିବାରେ ସାହାଯ୍ୟ କରିଥାଏ। ପାଦରେ ମାଲିଶ କରିବା ଦ୍ୱାରା ମୁଣ୍ଡବିନ୍ଧା, ଡିପ୍ରେସନ ଏବଂ ଚିନ୍ତା ଦୂର ହୋଇଥାଏ, ମାନସିକ ଶାନ୍ତି ମିଳିଥାଏ।ବାଦାମ ତେଲରେ ଥିବା ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ ସ୍କିନକୁ ହେଲଦୀ ରଖିଥାଏ। ଏହା ମସାଜ କରିବା ଦ୍ୱାରା ତ୍ୱଚାରେ ଥିବା ବ୍ରଣ, ଏକଜିମା, ଡର୍ମଟାଇଟିସରୁ ମୁକ୍ତି ଦେଇଥାଏ। ଏଥିରେ ଥିବା ଭିଟାମିନ-ଏ ସ୍କିନକୁ ହେଲଦୀ ରଖିବା ସହ ଚମକ ଫେରାଇ ଆଣେ।ବାଦାମ ତେଲ କେଶକୁ ମଜବୁତ କରିଥାଏ। ଏହାକୁ ମାଲିସ କରିବା ଦ୍ୱାରା କେଶ ଝଡିବା କମ ହୋଇପାରେ। ଏଥିରେ କେଶ ମୂଳ କୁଣ୍ଡାଇ ହେବା, ରେଡ ସ୍କାଲ୍ପର ସମସ୍ୟାମାନ ମଧ୍ୟ ଦୂର ହୋଇଥାଏ।
Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
Prev Post
Next Post