ୟୁନିୟନ ବ୍ୟାଙ୍କରେ ବାହାରିଲା ନିଯୁକ୍ତି ସୁଯୋଗ । ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ କିଛି ଦିନ ପୂର୍ବରୁ ଅନେକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଥିଲା । ଏହି ପଦବୀଗୁଡିକ ପାଇଁ ପଞ୍ଜୀକରଣ ଦୀର୍ଘ ଦିନ ଧରି ଚାଲିଆସୁଥିଲା ଏବଂ ବର୍ତ୍ତମାନ ଆବେଦନ କରିବାର ଶେଷ ତାରିଖ ମଧ୍ୟ ଘୋଷଣା ହୋଇଥିଲା । କିନ୍ତୁ ଯେଉଁ ଆଶାୟୀମାନେ ଯୋଗ୍ୟ ବିବେଚିତ ହୋଇଥିଲେ ହେଁ ଆବେଦନରୁ ବଞ୍ଚିତ ରହିଥିଲେ, ସେମାନଙ୍କୁ ପୁଣି ସୁଯୋଗ ଦେଇ ୟୁନିୟନ୍ ବ୍ୟାଙ୍କ । ଆଜି ହିଁ ରହିଛି ଆବେଦନର ଶେଷ ତାରିଖ ।କିଭଳି ଭରିବେ ଫର୍ମ- ଏହି ନିଯୁକ୍ତି ଡ୍ରାଇଭ୍ ମାଧ୍ୟମରେ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ମୋଟ 500 ଜଣଙ୍କୁ ଚାକିରି ମିଳିବ । ଏହି ନିଯୁକ୍ତି ପାଇଁ କେବଳ ଅନଲାଇନରେ ଆବେଦନ କରିପାରିବେ ।
Trending
- ବିଜେଡି ନେତା ଦିଲ୍ଲୀପ ନାୟକଙ୍କୁ କାହିଁକି ଉଠାଇ ନେଲା EOW !
- ବିଦ୍ୟାଳୟରେ ଭଗବତ ଗୀତା ପାଠ କରିବେ ଛାତ୍ରଛାତ୍ରୀ
- ମାତ୍ର ୪ ମିନିଟ ଚାଲିବା ପରେ ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି
- ରାହୁଲ ଦେଶରେ ନିଆଁ ଲଗାଇବାକୁ ଚାହୁଁଛନ୍ତି : ବିଜେପି
- ଶୁଭମିତ୍ରା ହତ୍ୟାକାରୀ ଦୀପକଙ୍କ ଗୁମର ଫିଟୁଛି
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
Prev Post
Next Post