ଆଇବିପିଏସ୍ ଆରଆରବି ପିଓ ପ୍ରି ପରୀକ୍ଷାରେ ଭାଗ ନେଇଛନ୍ତି, ସେମାନେ ଅଫିସିଆଲ୍ ୱେବସାଇଟ୍ କୁ ଯାଇ ଦିଆଯାଇଥିବା ଷ୍ଟେପ୍ସ ଅନୁସରଣ କରି ରେଜଲ୍ଟ ଯାଞ୍ଚ କରିପାରିବେ । ଏହା କରିବା ପାଇଁ ସେମାନଙ୍କୁ ଆଇବିପିଏସର ଅଫିସିଆଲ୍ ୱେବସାଇଟ୍ କୁ ଯିବାକୁ ପଡିବ, ଯାହାର ଠିକଣା ହେଉଛି – ibps.in. ଯେଉଁ ପ୍ରାର୍ଥୀମାନେ ଆଇବିପିଏସ୍ ଆରଆରବି ପିଓ ପ୍ରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସେମାନଙ୍କୁ ବର୍ତ୍ତମାନ ମେନ୍ସ ପରୀକ୍ଷା ପାଇଁ ହାଜର ହେବାକୁ ପଡ଼ିବ । ବିଭିନ୍ନ ସ୍ତରର ପରୀକ୍ଷା ପରେ ଚୟନ ଚୂଡାନ୍ତ ହେବ । ଫଳାଫଳ ଦେଖିବାକୁ ଏବଂ ଜାଣିବାକୁ ଆପଣ ମେନ୍ସରେ ମନୋନୀତ ହୋଇଛନ୍ତି କି ନାହିଁ, ପ୍ରାର୍ଥୀମାନଙ୍କୁ ୱେବସାଇଟ୍ କୁ ଯାଇ ସେମାନଙ୍କ ପଞ୍ଜୀକରଣ ନମ୍ବର କିମ୍ବା ରୋଲ୍ ନମ୍ବର ଏବଂ ଜନ୍ମ ତାରିଖ, ପାସୱାର୍ଡ ଏଣ୍ଟର କରିବାକୁ ପଡିବ । ଏହା ପରେ ଫଳାଫଳ ଦେଖିବାକୁ ମିଳିବ ।
Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
Prev Post
Next Post