ପ୍ରତ୍ୟେକ ମହିଳା ସୁନ୍ଦର ଦେଖା ଯିବା ପାଇଁ ନିଜକୁ ସଜାଇ ଥାଆନ୍ତି, ଏଥିପାଇଁ ବିଭିନ୍ନ ପ୍ରକାର ରାସାୟନିକ ସାମଗ୍ରୀ ର ପ୍ରତ୍ୟେକ ଦିନ ବ୍ୟବହାର କରିଥାନ୍ତି । ଏଥିମଧ୍ୟରୁ ସେହିସବୁ ମଧ୍ୟରୁ ଲିପଷ୍ଟିକ ସମସ୍ତଙ୍କର ପ୍ରିୟ ହୋଇଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହି ଲିପଷ୍ଟିକ ଦ୍ୱାରା ଅନେକ ପ୍ରକାର ରୋଗ ହୋଇଥାଏ ।ଏକ ରିସର୍ଚ୍ଚ ରୁ ଜଣା ପଡଛି ନିୟମିତ ଲିପଷ୍ଟିକ ଲଗାଇବା ଦ୍ୱାରା ଅନେକ ମହିଳା କ୍ୟାନ୍ସରରେ ପୀଡିତ ହୋଇ ଥାଆନ୍ତି । ଯାହାକି ଜୀବନ ପ୍ରତି ବିପଦ ଆଣିଥାଏ ।ରିପୋର୍ଟ ଅନୁସାରେ ଲିପଷ୍ଟିକରେ ଏଭଳି କେମିକାଲ ରହିଛି ଯାହା ଶରୀରରେ ଟକ୍ସିନ ଭଳି ବିଷାକ୍ତ ଉତ୍ପନ କକରିଥାଏ ଲିପଷ୍ଟିକରେ ପେଥାଲେଟସ ଓ ଲେଡ ନାମକ କେମିକାଲ ରହିଥାଏ । ଏହା ଅନେକ ସମୟ ରେ ଓଠ କୁ ରିଆକ୍ସନ କରି ଥାଆନ୍ତି ଏବଂ ଓଠ ରେ ଘା ମଧ୍ୟ ହୋଇଯାଇ ଥାଏ। ଫଳରେ ଅନେକ ପ୍ରକାର ଶାରୀରିକ ସମସ୍ୟା ଦେଖାଦେଇଥାଏା ଯଦି ଆପଣ ନିୟମିତ ଲିପଷ୍ଟିକ ଲଗାଉଛନ୍ତି ତେବେ ଲିପଷ୍ଟିକର ଏକ୍ସପକ୍ଷରି ଡେଟ ଚେକ କରନ୍ତୁ , ଭଲ ବ୍ରାଣ୍ଡ ର ଲିପଷ୍ଟିକ ଲଗାନ୍ତୁ ଏବଂ ଖାଦ୍ୟ ଖାଇବା ପୂର୍ବରୁ ଲିପଷ୍ଟିକୁ ଭଲ ଭାବରେ ପୋଛି ନିଅନ୍ତୁ । କାରଣ ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ଲିପଷ୍ଟିକ ରେ ଥିବା କେଡ଼ମିୟମ କେମିକାଲ କାରଣରୁ କିଡ଼ନୀ ଫେଲର ସମ୍ଭାବନା ଅଧିକ ଥାଏ। ସବୁବେଳେ ଲିପଷ୍ଟିକ ଲଗାଇବା ଦ୍ବାରା ପେଟ ସମ୍ବନ୍ଧିତ ସମସ୍ୟା ମଧ୍ୟ ଦେଖା ଯାଇଥାଏ ଫଳରେ କନସିଭ କରିବା ପାଇଁ ସମସ୍ୟା ହୋଇଥାଏ ।
Trending
- ନଭି ମୁମ୍ବାଇ ଏୟାରପୋର୍ଟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ଭାରତୀୟ ବାୟୁସେନା ଦିବସରେ ଶକ୍ତି ଦେଖାଇଲା ବାୟୁ ସେନା
- ଆଜି ରାଜ୍ୟବ୍ୟାପୀ ଓକିଲଙ୍କ କଲମଛାଡ଼ ଆନ୍ଦୋଳନ
- କଟକରେ ସ୍ଵାଭାବିକ ହୋଇଛି ଇଣ୍ଟରନେଟ ସେବା
- ବିଳାସପୁରରେ ଭୂସ୍ଖଳନ ଯୋଗୁଁ ୧୮ ମୃତ , ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ
- କେଜରିୱାଲଙ୍କୁ ମିଳିଲା ସରକାରୀ କ୍ବାର୍ଟର
- ୩୬ଘଣ୍ଟା ପରେ କଟକରେ କର୍ଫ୍ୟୁ କୋହଳ
- ଗୁଳିମାଡ଼ରେ ବିଜେପି ନେତା ପୀତବାସ ପଣ୍ଡା।ଙ୍କ ମୃତ୍ୟୁ
- ବିହାର ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର: ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ
- ପୋଲିସ ଏସ୍ଆଇ ନିଯୁକ୍ତି ଘଟଣା: ଦୋଷୀଙ୍କୁ ଧରିବା ପାଇଁ ସିବିଆଇ କ’ଣ ଦରକାର ପଡ଼ିଲେ ଏନ୍ଆଇଏ ତଦନ୍ତ ହେବ
Prev Post
Next Post