ଘରେ ରାତିର ରୁଟି ରହିଯାଇଥିଲେ ଅନେକ ଲୋକ ଗାଈଗୋରୁ, କୁକୁର ଅବା କାଉଙ୍କୁ ଖାଇବାକୁ ଦେଇ ଦିଅନ୍ତି। ଆଉ କେହି କେହି ଫୋପାଡ଼ି ଦିଅନ୍ତି। ତେବେ ବାସି ରୁଟିର ରହିଛି ଅନେକ ଗୁଣ। ରାତିର ରୁଟି ଯଦି ଆପଣ ସକାଳେ ବ୍ରେକଫାଷ୍ଟରେ ଖାଇବେ, ତା’ହେଲେ ଅନେକ ଲାଭ ମିଳିବ। ବାସି ରୁଟିରେ ଆଇରନ୍, କ୍ୟାଲସିୟମ ଓ ଭିଟାମିନ୍-ବି ସହିତ ଅନେକ ପୋଷକ ତତ୍ତ୍ୱ ରହିଛି।ଦହି ଭଳି ବାସି ରୁଟିରେ ବି ରହିଛି ପ୍ରଚୁର ପରିମାଣରେ ପ୍ରୋବାୟୋଟିକ୍। ଏହା ଆମ ପେଟରେ ଭଲ ବ୍ୟାକ୍ଟରିଆ ସୃଷ୍ଟି କରେ ଓ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ବାସି ରୁଟିକୁ କୁହାଯାଉଛି, କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟର ପାୱାରହାଉସ। ବାସି ରୁଟି ଯୋଗୁ ପାଚନ ପ୍ରକ୍ରିୟା ଭଲ କାମ କରେ। ଏହା ଫାଇବରର ମଧ୍ୟ ଏକ ଭଲ ଉତ୍ସ। ପେଟ ରୋଗ ସମସ୍ୟା ଥିବା ବ୍ୟକ୍ତି ଓ ଡାଇବେଟିସ୍ ରୋଗୀଙ୍କ କ୍ଷେତ୍ରରେ ବାସି ରୁଟି ଲାଭଦାୟକ ହୋଇଥାଏ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ