ଯଦି ଆପଣ ବି ସେମିତି କିଛି ଟେଷ୍ଟି ଓ ସ୍ୱାସ୍ଥ୍ୟକର ପିଇବା ପାଇଁ ଚାହାନ୍ତି, ତେବେ ଘରରେ ତିଆରି ଏହି ରେସିପିକୁ ନିଶ୍ଚିତଭାବରେ ବ୍ୟବହାର କରି ପାରିବେ । ଏହିକ୍ରମରେ ଘରରେ ରହି ଆପଣ ନିଜେ ମିକ୍ସ ଫ୍ରୁଡସ ରାୟତା ତିଆରି କରି ପାରିବେ । ଏହା ତିଆରି କରିବା ବେଶ୍ ସହଜ ମଧ୍ୟ ଅଟେ ।ଏହାକୁ ତିଆରି କରିବେ ପାଇଁ ପ୍ରଥମେ ଗୋଟିଏ ପାତ୍ରରେ ଦହିକୁ ରଖନ୍ତୁ । ପରେ ଦହିରେ ଭିନ୍ନ ଭିନ୍ନ ଫଳ, ଜୀରା ପାଉଡର, କଳା ଲୁଣ ତଥା ଚିନିର ମିଶ୍ରଣ କରନ୍ତୁ । ପରବର୍ତ୍ତୀ ସମୟରେ ଏହାକୁ ଗ୍ରାଇଣ୍ଡରରେ ଗ୍ରାଇଣ୍ଡିଂ କରିନ୍ତୁ । ଏହା ଭଲଭାବରେ ମିଶ୍ରଣ ହେବା ପରେ ସେଥିରୁ ବାହାର କରି ୧୫ ମିନିଟ ଯାଏଁ ରଖି ଦିଅନ୍ତୁ । ପ୍ରସ୍ତୁତ ହୋଇଯିବ ଆପଣଙ୍କ ମିକ୍ସ ଫ୍ରୁଡସ ରାୟତା । ଯାହା ଆପଣଙ୍କ ଶରୀର ଓ ମନରେ ସତେଜତା ଆଣିବ ପିଇ ସାରିବା ପରେ । ସ୍ୱାସ୍ଥ୍ୟକର ହୋଇ ଉଠିବ ଆପଣଙ୍କ ଶରୀର । ପ୍ରତ୍ୟେହ ସକାଳୁ ଜଣେ ଏହାକୁ ବ୍ୟବହାର କରି ନିଜ ଶରୀରରେ ସ୍ଫୂର୍ତ୍ତି ଓ ଊର୍ଜାର ବିକାଶ କରି ପାରିବ । ତାହାସହ ଅନେକ ରୋଗକୁ ବି ଆପଣ ବାଏ ବାଏ କହିବେ ।
Trending
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
- ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ
- ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲା: ବରିଷ୍ଠ ଆଇପିଏସ୍ ଙ୍କୁ ଆଜି ଅତିଥି ଭବନରେ ଜେରା କରିପାରେ NHRC
- ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ, 4 ମୃତ , କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
Prev Post
Next Post