ଶାଗ ଖାଇବାରେ ଶରୀରକୁ ଅନେକ ପ୍ରକାର ଲାଭ ଯୋଗାଇଥାଏ । ଆଜି ଏପରି ଶାଗ ବିଷୟରେ କହିବାକୁ ଯାଉଛୁ ଯାହା ଖାଇବା ଦ୍ୱାରା ଦୁର୍ବଳ ହୋଇ ପଡିଥିବା ସ୍ନାୟୁଗୁଡିକ ପୁଣି ସଠିକ କାମ କରିବା ଆରମ୍ଭ କରିଥାଏ । ଏହା ହେଉଛି ସୁନସୁନିଆ ଶାଗ । ତେବେ ଆସନ୍ତୁ ଏହି ଶାଗ ସମ୍ପର୍କରେ କିଛି ଜାଣିବା …. ଶୂନସୁନିଆ ଶାଗକୁ ଲାବୋରେଟୋରୀରେ ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷାରୁ ଜଣାଯାଇଥିଲା ଯେ, ସୁନସୁନିଆରେ ଭରପୁର ମାତ୍ରାରେ ଆଣ୍ଟିଆକ୍ସିଡାଣ୍ଟ ଗୁଣ ରହିଛି । କେବଳ ଏତିକି ନୁହେଁ, ଫେନୋଲିକ, ଟେନିନ, ଆଲକାଏଡ, ସାପେନିନ ଭଳି ଉପାଦାନ ଗୁଡିକୁ ଦେଖିବାକୁ ମିଳିଥିଲା । ଶରୀରକୁ ରୋଗ ମୁକ୍ତିରୁ ରକ୍ଷା କରିବା ଲାଗି ଅନେକ ପୋଷକ ତତ୍ତ୍ୱ ଏଥିରେ ରହିଛି । ରିପୋର୍ଟ ଅନୁସାରେ, ଶରୀରର କୌଣସି ଶିରା ପ୍ରଶିରାରେ ବା ସ୍ନାୟୁରେ କୌଣସି ସମସ୍ୟା ହେଲେ ଏଥିରେ ଥିବା ପୋଷଣ ଆପଣଙ୍କୁ ରକ୍ଷା କରିବାରେ ସହାୟକ ହୋଇଥାଏ ।କୌଣସି ଲୋକମାନଙ୍କର ଯଦି ସ୍ନାୟୁଗୁଡିକ ଠିକ ଭାବରେ କାର୍ଯ୍ୟ କରିନଥାଏ । ଛୋଟ ଛୋଟ କାମ କରିଲା ବେଳେ ଶୀଘ୍ର ଥକି ଯାଆନ୍ତି ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post