ଏପ୍ରିଲ ୧୮କୁ ବୋର୍ଡ଼ ରେଜଲ୍ଟ ପ୍ରକାଶ ପାଇବା ନେଇ ଚର୍ଚ୍ଚା ହେଉଛି । ତେବେ ଏନେଇ ପଞ୍ଜାବ ସ୍କୁଲ ଶିକ୍ଷା ବୋର୍ଡ଼(PSEB) ପକ୍ଷରୁ କୌଣସି ଅଧିକାରିକ ସୂଚନା ଦିଆଯାଇନାହିଁ । ଚଳିତ ବର୍ଷ ଫେବୃଆରୀ ୧୩ରୁ ମାର୍ଚ୍ଚ ୬ ମଧ୍ୟରେ ଅନୁଷ୍ଠିତ ହୋଇଥିବା ପଞ୍ଜାବ ବୋର୍ଡ଼ ଦଶମ ପରୀକ୍ଷାରେ ୨ ଲକ୍ଷ ୯୭ ହଜାର ୪୮ ଜଣ ଛାତ୍ରଛାତ୍ରୀ ସାମିଲ ଥିଲେ । ଅପରପକ୍ଷରେ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ରେଜଲ୍ଟକୁ ନେଇ ଚଝଋଈ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ ।ସୂତ୍ରରୁ ପ୍ରକାଶ ପଞ୍ଜାବ ବୋର୍ଡ଼ ରେଜଲ୍ଟ ପ୍ରକାଶ ପାଇବାର ଗୋଟିଏ ଦିନ ପୂର୍ବରୁ PSEB ପକ୍ଷରୁ ଅଧିକାରିକ ସୂଚନା ଦିଆଯିବ । ପଞ୍ଜାବ ବୋର୍ଡ଼ ରେଜଲ୍ଟ ବିଷୟରେ ଅଧିକ ବିବରଣୀ ପାଇଁ PSEBର ଅଫିସିଆଲ ୱେବସାଇଟ୍ pseb.ac.inରେ ଅପଡେଟ୍ ଚେକ୍ କରିପାରିବେ । ତେବେ ଏକ ପ୍ରେସ୍ କନଫେରେନ୍ସ ମାଧ୍ୟମରେ ବୋର୍ଡ଼ ରେଜଲ୍ଟ ପ୍ରକାଶ କରାଯିବ ।
Trending
- ରାହୁଲ ଦେଶରେ ନିଆଁ ଲଗାଇବାକୁ ଚାହୁଁଛନ୍ତି : ବିଜେପି
- ଶୁଭମିତ୍ରା ହତ୍ୟାକାରୀ ଦୀପକଙ୍କ ଗୁମର ଫିଟୁଛି
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Prev Post
Next Post