NBEMSର ଅଫିସିଆଲ ନୋଟିଫିକେସନ୍ ଅନୁଯାୟୀ ଚଳିତ ବର୍ଷ ଜୁନ୍ ୨୩ରେ NEET PG ପରୀକ୍ଷା ଆୟୋଜିତ ହେବ । ଜୁଲାଇ ୬କୁ FMGE June ଏବଂ GPATପରୀକ୍ଷା ଜୁନ୍ ୮ରେ ଆୟୋଜିତ ହେବ । ସେହିପରି ଏକଜିଟ୍ ପରୀକ୍ଷା ୨୦୨୩ ଏବଂ NBEMS ଡିପ୍ଲୋମା ପ୍ରାକ୍ଟିକାଲ ପରୀକ୍ଷା ଡିସେମ୍ବର ୨୦୨୩ ଏପ୍ରିଲ/ମେ’ରେ ଆୟୋଜିତ ହେବ । ଡିଏନବି/ଡିଆରଏନବି ଫାଇନାଲ ଥିଓରୀ ପରୀକ୍ଷା ଚଳିତ ବର୍ଷ ମେ ୧୫, ୧୬, ୧୭ ଏବଂ ୧୮ରେ ହେବାକୁ ଥିବା ବେଳେ NBEMS ଡିପ୍ଲୋମା ଫାଇନାଲ ପରୀକ୍ଷା ୧୪, ୧୫ ଏବଂ ୧୬ ଜୁନରେ ଅନୁଷ୍ଠିତ ହେବ । ଡିଏନବି ପୋଷ୍ଟ ଡିପ୍ଲୋମା ସିଇଟି(ପିଡିସିଇଟି) ୨୦୨୪ ଜୁଲାଇ ୧୨ ଏବଂ ଅକ୍ଟୋବର ୫ ଏବଂ ୬କୁ ଡିପ୍ଲୋମା ଇନ୍ ଫାର୍ମାସୀ ଏଗଜିଟ୍ ପରୀକ୍ଷା(ଡିପିଇଇ) ଆୟୋଜିତ ହେବ । ଏନେଇ ପରୀକ୍ଷାର୍ଥୀମାନଙ୍କୁ ଇନଫର୍ମେସନ୍ ବୁଲେଟିନ୍/ NBEMSର ଅଫିସିଆଲ ୱେବସାଇଟ୍ ଯାଞ୍ଚ କରିବା ପାଇଁ ପରାମର୍ଶ ଦିଆଯାଇଛି । ଏହା ବ୍ୟତୀତ https://www.natboard.edu.in/viewnotice ମାଧ୍ୟମରେ ପରୀକ୍ଷା କ୍ୟାଲେଣ୍ଡର ଯାଞ୍ଚ କରିପାରିବେ ।
Trending
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
- ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ
- ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲା: ବରିଷ୍ଠ ଆଇପିଏସ୍ ଙ୍କୁ ଆଜି ଅତିଥି ଭବନରେ ଜେରା କରିପାରେ NHRC
- ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ, 4 ମୃତ , କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
Prev Post