କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ନାମରେ ଅସଦାଚରଣ ମାମଲା

କର୍ଣ୍ଣାଟକର ପୂର୍ବତନ ମୂୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଏସ୍ ୟେଦିୟୁରପ୍ପାଙ୍କ ନାମରେ ପୋକ୍ସୋ ଆଇନ ଅଧିନରେ ମାମଲା ରୁଜୁ ହୋଇଛି । ୟେଦିୟୁରପ୍ପାଙ୍କ ନାମରେ ଜଣେ ନାବାଳିକା ଅସଦାଚରଣ ଅଭିକର୍ଣ୍ଣାଟକର ପୂର୍ବତନ ମୂୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଏସ୍ ୟେଦିୟୁରପ୍ପାଙ୍କ ନାମରେ ପୋକ୍ସୋ ଆଇନ ଅଧିନରେ ମାମଲା ରୁଜୁ ହୋଇଛି । ୟେଦିୟୁରପ୍ପାଙ୍କ ନାମରେ ଜଣେ ନାବାଳିକା ଅସଦାଚରଣ ଅଭିଯୋଗ ଆଣିଛନ୍ତି । ଏହି ମାମଲା ଫେବୃଆରୀ ୨ ତାରିଖରେ ବେଙ୍ଗାଲୁରୁରେ ଘଟିଥିବା କଥା ଅଭିଯୋଗପତ୍ରରେ ଲେଖାଯାଇଛିଯୋଗ ଆଣିଛନ୍ତି । ଏହି ମାମଲା ଫେବୃଆରୀ ୨ ତାରିଖରେ ବେଙ୍ଗାଲୁରୁରେ ଘଟିଥିବା କଥା ଅଭିଯୋଗପତ୍ରରେ ଲେଖାଯାଇଛି।ଜଣେ ୧୭ ବର୍ଷିୟା ନାବାଳିକାଙ୍କ ଅଭିଯୋଗ କ୍ରମେ ବେଙ୍ଗାଲୁରୁର ସଦାଶିବନଗର ପୋଲିସ ଷ୍ଟେସନରେ ବିଏସ ୟେଦିୟୁରପ୍ପାଙ୍କ ନାମରେ ପୋକ୍ସୋ ଓ ଧାରା ୩୫୪(କ) ଆଧାରରେ ମାମଲା ରୁଜୁ ହୋଇଥିଲଶ । ହେଲେ କର୍ଣ୍ଣାଟକ ଡିଜିପି ମାମଲାକୁ ସିଆଇଡି ହାତକୁ ଦେଇଛନ୍ତି ।