ପିଏମ ସୂର୍ଯ୍ୟଘର ଯୋଜନା ଆରମ୍ଭ ହେଲା ରେଜିଷ୍ଟ୍ରେସନ

କେନ୍ଦ୍ର ସରକାରଙ୍କ ମାଗଣା ବିଦ୍ୟୁତ୍ ଯୋଜନା ଅଧୀନରେ ହିତାଧିକାରୀମାନେ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତର ସୁବିଧା ପାଇବେ। ଏହି ଯୋଜନାରେ ଘରର ଛାତ ଉପରେ ସୌର ପ୍ୟାନେଲ ଲଗାଯିବ। ଏହି ଯୋଜନାରେ ସରକାର ୭୫ ହଜାର କୋଟି ଟଙ୍କା ବିନିଯୋଗ କରିବେ। ଏହି ଯୋଜନାର ହିତାଧିକାରୀଙ୍କୁ ସରକାର ସବସିଡି ଦେବେ।ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଦ୍ୟୁତ୍ ଯୋଜନା ଅଧୀନରେ ୧ କୋଟି ପରିବାରଙ୍କୁ ସୁବିଧା ଦିଆଯିବ। ଘରର ଛାତ ଉପରେ ସୌର ପ୍ୟାନେଲ ଲଗାଇବା ପରେ ଏହି ଯୋଜନାର ହିତାଧିକାରୀଙ୍କୁ ସବସିଡି ପ୍ରଦାନ କରାଯିବ। ଏହି ଯୋଜନାର ଲାଭ ପାଇବା ପାଇଁ, ଆପଣ ଅଫଲାଇନ୍ ଏବଂ ଅନ୍ଲାଇନ୍ ରେଜିଷ୍ଟ୍ରେସନ୍ କରିପାରିବେ। ପ୍ରଥମେ ଅନଲାଇନ୍ ପ୍ରକ୍ରିୟା ଜାଣନ୍ତୁ।ଏହି ଯୋଜନାର ଲାଭ ପାଇବାକୁ, ଆପଣଙ୍କୁ pmsuryaghar.gov.in ୱେବସାଇ