୪,୧୯,୩୯୫ ୟୁନିଟ୍ ଯାନ ବିକ୍ରି
ଚଳିତ ବର୍ଷ ଜାନୁଆରୀରେ ହୋଣ୍ଡା କମ୍ପାନୀ ମୋଟ ୪,୧୯,୩୯୫ ୟୁନିଟ୍ ଯାନ ବିକ୍ରି କରିଛିଲ ହୋଣ୍ଡା ମୋଟରସାଇକେଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ) ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ୨୦୨୪ ଜାନୁଆରୀ ମାସର ଗାଡି ବିକ୍ରି ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ବର୍ଷ ଜାନୁଆରୀରେ କମ୍ପାନୀ ମୋଟ ୪,୧୯,୩୯୫ ୟୁନିଟ୍ ଯାନ ବିକ୍ରି କରିଛ। ଅପରପକ୍ଷରେ କମ୍ପାନୀ ଦେଶ ଭିତରେ (ଘରୋଇ ବିକ୍ରି) ମୋଟ ୩,୮୨,୫୧୨ ୟୁନିଟ୍ ଯାନ ବିକ୍ରି କରିଥିବା ବେଳେ ୩୬,୮୮୩ ଗାଡ଼ି ଯାନ ଜାନୁଆରୀରେ ରପ୍ତାନି କରିଛି। ସେହିଭଳି ୨୦୨୩ ଜାନୁଆରୀ ତୁଳନାରେ କମ୍ପାନୀ ପ୍ରାୟ ୩୮% ଘରୋଇ ସେଲ୍ ଏବଂ ରପ୍ତାନିରେ ୧୦୨% ବୃଦ୍ଧି ହାସଲ କରିଛି।