ମହାଭାରତର ପାଠ ଘରେ କିମ୍ବା ସର୍ବସମ୍ମୁଖରେ କରାଯାଏ ନାହିଁ । କେବଳ ସେତିକି ନୁହେଁ ବିଶ୍ୱାସ କରାଯାଏ ଯେ ଆପଣ ଯେଉଁଠାରେ ବି ମହାଭାରତ ପାଠ କରିବେ, ଏହାକୁ ସମ୍ପୂର୍ଣ୍ଣ ପାଠ କରିବେ ନାହିଁ, ଗୋଟିଏ ପୃଷ୍ଠାକୁ ଛାଡି ଦେବେ । ତେବେ ଏପରି କରାଯିବା ପଛରେ ଏକ ଖାସ କାରଣ ରହିଛି। କିନ୍ତୁ ଘରେ ରାମାୟଣ ପାଠ କରାଯାଉଥିବା ବେଳେ ମହାଭାରତ ପାଠ ଘରେ କରାଯାଇନଥାଏ।ତେବେ ଏମିତି କରିବାର କାରଣ ହେଉଛି କିଛପ୍ରସଙ୍ଗ ଯେପରିକି ରାମାୟଣରେ ଜଣେ ଭାଇ ଅନ୍ୟ ଭାଇ ପାଇଁ ସିଂହାସନ ଛାଡିଛନ୍ତି । ହେଲେ ମହାଭାରତରେ, ସିଂହାସନ ପାଇଁ ଜଣେ ଭାଇ ଅନ୍ୟ ଭାଇର ଶତ୍ରୁ ହୋଇ ଭାଇ ଭାଇର ଜୀବନ ନେବାକୁ ଚେଷ୍ଟା କରିଛି । ବିଶ୍ୱାସ କରାଯାଏ ଯେ ରାମାୟଣ ଜୀବନରେ କ’ଣ ଶୁଭ ଅଟେ ତାହା ଦର୍ଶାଇ ଥିବା ବେଳେ ମହାଭାରତରେ କ’ଣ କରିବା ଉଚିତ୍ ତାହା ବ୍ୟାଖ୍ୟା ହୋଇଛି । ତେଣୁ ମହାଭାରତକୁ ସମ୍ପୂର୍ଣ୍ଣ ପାଠ କରିବା ପରିବର୍ତ୍ତେ ଗୋଟିଏ ପୃଷ୍ଠା ଛାଡ଼ି ଦେବା ଉଚିତ୍ ।ପୌରାଣିକ ମାନ୍ୟତାର ପ୍ରତିବାଦରେ, ସମାଲୋଚନା କରାଯାଏ ଦୁଇଟି ଯାକ ଗ୍ରନ୍ଥରେ ତ ଯୁଦ୍ଧ ରହିଛି ତେବେ ଏହା କିଭଳି ଶୁଭ ଓ ଅଶୁଭ ଭାବେ ବିବେଚନା କରାଯାଇଛି । ତେଣୁ ଉଭୟରାମାୟଣ ଏବଂ ମହାଭାରତରେ ଯୁଦ୍ଧକୁ ବ୍ୟାଖ୍ୟା କରାଯାଇଛି କିନ୍ତୁ ରାମାୟଣ ଏବଂ ମହାଭାରତ ଯୁଦ୍ଧ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି ।
Trending
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
Prev Post
Next Post