ଲାବ୍ରୋଟୋରୀରେ ସାଇଣ୍ଟିଷ୍ଟ ଇଂଜିନିୟର ପଦବୀ

ଭର୍ତ୍ତି ପାଇଁ କରନ୍ତୁ ଆବେଦନ

ନ୍ୟାସନାଲ ଆଟମୋସ୍ଫିରିକ ରିସର୍ଚ୍ଚ ଲାବ୍ରୋଟୋରୀରେ ସାଇଣ୍ଟିଷ୍ଟ/ଇଂଜିନିୟର ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆବେଦନ କରିବାର ଶେଷ ତାରିଖ ଜାନୁଆରୀ ରହିଛି ।