ବୟସ ବଢ଼ିବା ସହିତ ହୃଦରୋଗର ଆଶଙ୍କା ମଧ୍ୟ ବଢ଼ିଥାଏ । ତେବେ କମ ବୟସରୁ ଏକ ସୁସ୍ଥ ଜୀବନଶଶୈଳୀ ଗ୍ରହଣ କରି ଏହି ରୋଗରୁ ଆପଣ ରକ୍ଷା ପାଇପାରିବେ । ପୂର୍ବ କାଳରେ ବୟସ୍କ ଏବଂ ବୃଦ୍ଧମାନେ ହୃଦରୋଗ ତଥା ହୃଦଘାତର ଶିକାର ହୋଇଥିଲେ । କିନ୍ତୁ ସମୟ ବଦଳିବା ସହିତ ଯୁବକମାନଙ୍କ ମଧ୍ୟରେ ଏହି ରୋଗର ଆଶଙ୍କା ମଧ୍ୟ ଦେଖାଯାଉଛି, ଯାହାକୁ ଏଡ଼ାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ଯଦି ସମୟ ଥାଉ ଥାଉ ପଦକ୍ଷେପ ନିଆଯାଏ ତେବେ ଅଳ୍ପ ବୟସରେ ଘଟୁଥିବା ପ୍ରାୟ ୮୦ ପ୍ରତିଶତ ହୃଦଘାତକୁ ରୋକାଯାଇପାରିବ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଧୂମ୍ରପାନରୁ ଦୂରେଇ ରହିବା, ସୁସ୍ଥ ଖାଦ୍ୟ ଶୈଳୀ ଗ୍ରହଣ କରିବା, ନିୟମିତ ବ୍ୟାୟାମ କରିବା, ଉପଯୁକ୍ତ ଓଜନ, ରକ୍ତଚାପ, ଚିନି ଏବଂ କୋଲେଷ୍ଟ୍ରଲ ସ୍ତର ବଜାୟ ରଖିବା ଅଭ୍ୟାସ ଅଳ୍ପ ବୟସରୁ ଆରମ୍ଭ ହେବା ଉଚିତ।ହୃଦରୋଗ ମୁଖ୍ୟତଃ ହାର୍ଟରେ ଥିବା କୋଲେଷ୍ଟ୍ରଲ ଏବଂ ଅନ୍ୟାନ୍ୟ ପଦାର୍ଥର କାରଣରୁ ହୋଇଥାଏ । ଏହା ଆଥେରୋସ୍କ୍ଲେରୋସିସ ଭାବରେ ବେଶ ଜଣାଶୁଣା । ତେବେ ଏଗୁଡ଼ିକ ଅଳ୍ପ ବୟସରେ ହାର୍ଟ ଭିତରେ ତିଆରି ହୋଇଥାନ୍ତି ଏବଂ ସେହି ସ୍ଥାନଗୁଡିକୁ ଅବରୋଧ କରଥାନ୍ତି । ପଳରେ ହାର୍ଟ ଆମ ଶରୀରକୁ ପର୍ଯ୍ୟପ୍ତ ପରିମାଣର ରକ୍ତ ହୋଗାଇ ଦେବାକୁ ଅସମର୍ଥ ହୋଇଥାଏ । ଯାହା ଦ୍ୱାରା ବିଭିନ୍ନ ପ୍ରକାରର ହୃଦରରୋଗ ହୋଇଥାଏ
Trending
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
Next Post