ଆରାମ ଏବଂ ଶାନ୍ତିରେ ବିଶ୍ରାମ କରିବାକୁ ଚାହିଁଥାଏ,ସେତେବେଳେ ତା ପାଇଁ ବିଛଣା ଓ ତକିଆଠାରୁ ଭଲ କିଛି ହୋଇନଥାଏ । ଏହି ଦୁଇଟି ଜିନିଷ ଯେତେ ଆରାମଦାୟକ ହୋଇଥାଏ, ସେତେବେଳେ ଜଣେ ବ୍ୟକ୍ତିକୁ ଭଲ ନିଦ ହୋଇଥାଏ । କିନ୍ତୁ ଯଦି ଆପଣ ଜାଣନ୍ତି ଯେ ଆପଣଙ୍କ ତକିଆ ଯୋଗୁ ଆପଣଙ୍କ ଦେହ ଅସୁସ୍ଥତା ହୋଇପାରେ, ତେବେ ଆପଣ ଏହାକୁ ନେଇ କ’ଣ କରିବେ ? ଏହା ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତକିଆ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି, ମାନସିକ ସ୍ୱାସ୍ଥ୍ୟ ଏବଂ ଲାଇଫ୍ ଷ୍ଟାଇଲ୍ ଉପରେ ପ୍ରଭାବ ପକାଇପାରେ । ଆପଣ ଜାଣନ୍ତି କି ଅଧିକାଂଶ ଲୋକ ଗଦିରେ ଶୋଇବାକୁ ପସନ୍ଦ କରନ୍ତି ଏବଂ ତକିଆ ମଧ୍ୟ ସେହିପରି ଆରମ ଦାୟକ ହୋଇଥାଉ ଖୋଜିଥାନ୍ତି । ତେବେ ସୂଚନା ମୁତାବକ, ସଠିକ୍ ତକିଆ ବ୍ୟବହାର ନକରିବା ଦ୍ୱାରା ମୁଣ୍ଡ ଡ୍ରପ୍ ହୋଇଯାଏ । ଏହାଦ୍ୱାରା ବେକ ଯନ୍ତ୍ରଣା, ମୁଣ୍ଡ ବୁଲାଇବା ଏବଂ ଉପର ପିଠି ଯନ୍ତ୍ରଣା ମଧ୍ୟ ହୋଇପାରେ ।ଯଦିବି ଆପଣ ପିଠି ପଟ ହୋଇ ଶୋଉଥିବେ, ତାହେଲେ ଆପଣଙ୍କ ର୍ସବାଇକଲ ମେରୁଦଣ୍ଡର ପ୍ରାକୃତିକ ଆକୃତି ରଖିବା ପାଇଁ ତକିଆ ବ୍ୟବହାର କରିବା ଜରୁରୀ ହୋଇଥାଏ । ତେବେ ଯଦି ଆପଣ ଅତିରିକ୍ତ ମୋଟା ତକିଆ ବ୍ୟବହାର କରିବେ ତାହେଲେ ଅସ୍ୱାଭାବିକତା ବେକ ଯନ୍ତ୍ରଣା ଏବଂ ଉପର ଅଙ୍ଗରେ ଅସ୍ଥିରତା ଏବଂ ଦୁର୍ବଳତା ହୋଇପାରେ । ସେଥିପାଇଁ ଆପଣଙ୍କୁ ଗୋଟିଏ ଭଲ ଏବଂ ଆରମ ଦାୟକ ତକିଆ ବ୍ୟବହାର କରିବା ଉଚିତ । ଯାହା ଦ୍ୱାରା ଆପଣଙ୍କ ଶରୀରକୁ ଆରାମରେ ମିଳିଥାଏ ।
Trending
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
- ସ୍ମାର୍ଟ ସିଟି ଓ ଟ୍ଵିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
- ନରେନ୍ଦ୍ର ମୋଦୀଙ୍କୁ ଭେଟି ୱାକଫ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମ୍ପ୍ରଦାୟର ଲୋକମାନେ
- କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭାରତ ଗସ୍ତରେ ଆସିବେ ଆମେରିକା ଉପରାଷ୍ଟ୍ରପତି
- ଭାଷା ବିଭାଜନର କାରଣ ହେବା ଉଚିତ ନୁହେଁ
- ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି
Next Post