ମଧ୍ୟପ୍ରଦେଶ-ଛତିଶଗଡ଼ରେ ନିର୍ବାଚନ ଲଢେଇ

 ମତଦାନ ଆରମ୍ଭ

ମଧ୍ୟପ୍ରଦେଶର ସମସ୍ତ ୨୩୦ ଏବଂ ଛତିଶଗଡ଼ର ୭୦ଟି ଆସନରେ ମତଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସକାଳ ୭ଟାରୁ ମଧ୍ୟପ୍ରଦେଶରେ ମତଦାନ ଆରମ୍ଭ ହୋଇଥିବା ବେଳେ ସଂଧ୍ୟ ୬ଟା ପର୍ଯ୍ୟନ୍ତ ଏହା ଜାରି ରହିବ । ତେବେ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସମେତ ମୋଟ ୯୫୮ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ଉଭୟ ରାଜ୍ୟରେ କଂଗ୍ରେସ-ବିଜେପି ମଧ୍ୟରେ ସିା ମୁକାବିଲା ହେବ ବୋଲି ଅନୁମାନ କରାଯାଉଛି ।