ଫଳ ସେବନ କରିବା ନିତାନ୍ତ ଆବଶ୍ୟକ। ଫଳରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ରହିଛି। ଯାହା ସ୍ୱାସ୍ଥ୍ୟର ଅନେକ ଉପକାର କରିଥାଏ। ଫଳରେ ଅଧିକ ମାତ୍ରାରେ ଫାଇବର ରହିଛି, ଯାହା ଫଳ ଚୋପାରୁ ହିଁ ମିଳିଥାଏ। ମାତ୍ର ଅନେକଙ୍କୁ ଫଳର ଚୋପା କାଢି ଏହାକୁ ଖାଇବାର ଅଭ୍ୟାସ ରହିଛି। ଏପରି କି ସେଓର ଚୋପା କାଢି ମଧ୍ୟ ଅନେକ ଖାଇ ଥାଆନ୍ତି। ଜାଣନ୍ତୁ ଏଭଳି କେତେକ ଫଳ ବିଷୟରେ ଯାହାକୁ ଚୋପା ସହ ଖାଇବା ଉଚିତ।
ସେଓର ଚୋପା କାଢି କଦାପି ଖାଆନ୍ତୁ ନାହିଁ। ସେଓକୁ ଏହାର ଚୋପା ସହ ଖାଇବା ଦ୍ୱାରା ୩୩୨ ପ୍ରତିଶତ ଅଧିକ ଭିଟାମିନ କେ,୧୪୨ ପ୍ରତିଶତ ଅଧିକ ଭିଟାମିନ୍ ଏ ଓ ୧୧୫ ପ୍ରତିଶତ ଅଧିକ ଭିଟାମିନ ସି ଓ ୨୦ ପ୍ରତିଶତରୁ ଅଧିକ କ୍ୟାଲସିୟମ ମିଳିଥାଏ।
Trending
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ