ଆଳସୁଆ ଲାଗୁଛି କି ?

ପ୍ରତିଦିନ ବେଡରେ କରନ୍ତୁ ଏହି ଏକ୍ସର୍‌ସାଇଜ୍‌

ବର୍ତ୍ତମାନ ଲୋକମାନେ ଖରାପ ଲାଇଫ୍‌ ଷ୍ଟାଇଲ ଓ ଭୁଲ୍‌ ଖାଦ୍ୟକୁ ନିଜର ପ୍ରତିଦିନ ଜୀବିକା କରିସାରିଲେଣି । ତେବେ ଏହି କାରଣ ଯୋଗୁ ଲୋକଙ୍କର ଓଜନ ବଢିବା ସହ ମଧ୍ୟ ମୋଟା ହେବାକୁ ଲାଗୁଛନ୍ତି । ଲୋକମାନେ ମୋଟା ହେବାକୁ ଏକ ପ୍ରକାରର ପ୍ରୋବ୍ଲେମେ୍‌ ଭାବୁଛନ୍ତି ।ଏହା ସହ ବର୍ତ୍ତମାନ ସମୟରେ ଜିମ୍‌ ଯିବ ଏକ ପ୍ରକାରର ଟ୍ରେଣ୍ଡ ହୋଇଯାଇଛି । ସେଥିପାଇଁ ଘଣ୍ଟା ଘଣ୍ଟା ଧରି ଜିମ୍‌ ଯାଇ ନିଜକୁ ଫିଟ୍‌ ରଖୁଛନ୍ତି । ହେଳେ ବେଳେ ବେଳେ ଜିମ୍‌ ଯିବା ପାଇଁ ଇଚ୍ଛା ହୋଇନଥାଏ ଓ ବହୁତ ଅଳସ ଲାଗିଥାଏ ।