ଦିନକୁ ଦିନି ଇସ୍ରାଏଲ-ହମାସ ଯୁଦ୍ଧ ଭୟଙ୍କର ହେଉଛି। ଏହାରି ଭିତରେ ଖାନ ୟୁନିସରେ ଆଇଡିଏଫ ଏୟାରଷ୍ଟ୍ରାଇକ କରିଛି। ଏଥିରେ ୨୧ଜଣଙ୍କର ମତ୍ୟୁ ହୋଇଛି। ସେହିପରି ଗାଜା ଚର୍ଚ୍ଚରେ ଆକ୍ରମଣକୁ ନେଇ ପୁଣି ଥରେ ଇସ୍ରାଏଲକୁ ଦାୟୀ କରିଛି ହମାସ। ଚର୍ଚ୍ଚ ଆକ୍ରମଣରେ ଅନେକଙ୍କ ଜୀବନ ଯାଇଥିବା ହମାସ ଅଭିଯୋଗ କରିଛ। ସେପଟେ ପାଲେଷ୍ଟିନୀୟଙ୍କ ମୃତ୍ୟୁ ସଂଖ୍ୟା ୪ ହଜାରକୁ ଟପିଥିବାବେଳ ୧୩ ହଜାର ୫୦୦ରୁ ଅଧିକ ଆହତ ହୋଇଛନ୍ତି।ଅନ୍ୟପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ରଣକ୍ଷେତ୍ରରେ ଇସ୍ରାଏଲୀ ଯବାନଙ୍କୁ ଭେଟିଛନ୍ତି। ଆଇଡିଏଫର ଯବାନମାନଙ୍କୁ ସମ୍ବୋଧିତ କରିବା ସହ ସେମାନଙ୍କୁ ଉତ୍ସାହିତ କରିଛନ୍ତ। ସେ କହିଛନ୍ତି, ସାରା ଦେଶର ଗୋଲାନି ସୈନିକମାନେ ଏଠାରେ ଏକତ୍ର ହୋଇଛନ୍ତି।
Trending
- ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଓ ଭୂସ୍ଖଳନରେ ୪ ମୃତ, 50 ନିଖୋଜ
- ଆଜି ଏନଡ଼ିଏ ସଂସଦୀୟ ଦଳ ବୈଠକ
- ବଳଙ୍ଗା ପୀଡ଼ିତାଙ୍କର ଅନ୍ତିମ ସଂସ୍କାର
- ଏଫଏମ ଛାତ୍ରୀ ଆତ୍ମଦାହ ମାମଲା, ବନ୍ଧା ହେଲେ ଦୁଇ ଛାତ୍ର
- ପାକକୁ ମୋଦୀଙ୍କ ବ୍ରହ୍ମୋସ୍ ଚେତାବନୀ , ୟୁପିରେ ନିର୍ମାଣ ହେଉଛି କ୍ଷେପଣାସ୍ତ୍ର
- ଆଖି ବୁଜିଲେ ବଳଙ୍ଗା ପୀଡ଼ିତା,ଆଜି ଓଡ଼ିଶା ଆସିବ ମରଶରୀର
- ପୁଷ୍କରା’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର
- ୨୦ ହଜାର ମହିଳା ଘେରିବେ ବିଧାନସଭା
- ଓଡ଼ିଶା ସମେତ ସମେତ ୬ଟି ରାଜ୍ୟର ୪ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ
- ପ୍ରଧାନମନ୍ତ୍ରୀ ବାରାଣସୀରେ ପ୍ରାୟ ୨୨୦୦ କୋଟି ଟଙ୍କାର ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ
Prev Post
Next Post