ଫୋନ୍ ଆମ ପାଇଁ ଏତେ ଆବଶ୍ୟକ ହୋଇପଡିଛି ଯେ, ଆମେ ବିନା ଫୋନରେ ବାହାରକୁ ଯିବା କଥା ଚିନ୍ତା ମଧ୍ୟ କରୁନାହାନ୍ତି । ଯଦି ଆପଣ କେବେ ବାହାରକୁ ଯାଉଛନ୍ତି ଓ ଫୋନ୍ର ଚାର୍ଜର ନେବାକୁ ଭୁଲି ଯାଉଛନ୍ତି ଆଉ ଏହି ସମୟରେ ଫୋନରୁ ଚାର୍ଜ ସରିଯାଉଛି ତେବେ ଆପଣ କଣ କରିବେ ? ଆମେ ଆପଣଙ୍କୁ ଆଜି ଏହାର ଏକ ସ୍ମାର୍ଟ ଟ୍ରିକ କହିବୁ ଯାହାକୁ ମାନିଲେ ଏ ସମସ୍ୟା ରହିବ ନାହିଁ .. । କିଛି ଏଭଳି ଉପାୟ ଅଛି ଯେଉଁଥିରେ ଆପଣ ବାହାରେ ଥିଲେ ମଧ୍ୟ ନିଜ ଫୋନ୍କୁ ଚାର୍ଜ କରିପାରିବେ ସେ ବି ବିନା ଚାର୍ଜରରେ । ତେବେ ଆମେ ଆଜି ଆପଣମାନଙ୍କୁ କିଛି ଏପରି ଉପାୟ ବିଷୟରେ ଜଣାଇବୁ ଯାହା ଅତି ଜରୁରୀ କାଳିନ ପରିସ୍ଥିତିରେ କାମରେ ଆସିପାରିବ ।ପାଓ୍ଵାର୍ ବ୍ୟାଙ୍କ ସାହାର୍ଯ୍ୟରେ ଚାର୍ଜ କରନ୍ତୁ :
ଯଦି ଆପଣ ନିଜ ପାଖରେ ପାଓ୍ଵାର ବ୍ୟାଙ୍କ ରଖିଛନ୍ତି, ତାହେଲେ ଆପଣ ଚାର୍ଜର କେବଲ ଜରିଆରେ ଫୋନ୍କୁ ପାଓ୍ଵାର ବ୍ୟାଙ୍କ ସହ କନେକ୍ଟ କରନ୍ତୁ । ଏହା ବ୍ୟତୀତ ଆପଣ ଏଭଳି ମଧ୍ୟ କରିପାରିବେ ଯେ, ଚାର୍ଜ ନଥିବା ଫୋନ୍ଟିକୁ ଏପରି ଫୋନ୍ରେ କନେକ୍ଟ କରିବେ ଯେଉଁଥିରେ ରିଭର୍ସ ଚାର୍ଜିଂ ଭଳି ଫିଚର ଥିବ । ଏହି ଫୋନ୍ ଆପଣଙ୍କ ପାଇଁ ପାଓ୍ଵାର ବ୍ୟାଙ୍କ ଭଳି କାମରେ ଆସିବ । ଏହାପରେ USB କେବଲ୍ ଜରିଆରେ କନେକ୍ଟ ହୋଇଥିବା ଫୋନ୍ ଚାର୍ଜ ହୋଇପାରିବେ । ତେବେ ଆପଣମାନେ ଜାଣିନିଅନ୍ତୁ କେଉଁ ସବୁ ଫୋନ୍ରେ ରିଭର୍ସ ଚାର୍ଜିଂ ଫିଚର ରହିଛି । ଯେପରି Galaxy S23, Galaxy S23 Plus, Galaxy S23 Ultra ଏବଂ Motorola: Edge 40 ଭଳି ଅନେକ ଫୋନ୍ ଆସୁଛି ଯେଉଁ ଥିରେ ରିଭର୍ସ ଚାର୍ଜିଂ ଫିଚର ରହିଛି ।
Trending
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
Prev Post
Next Post