ସ୍ବିଜରଲ୍ୟାଣ୍ଡରେ ନିଷିଦ୍ଧ ହୋଇଛି ବୁର୍କା। ବୁଧବାର ଦେଶରେ ରହୁଥିବା ମୁସଲମାନ ସମ୍ପ୍ରଦାୟକୁ ଏକ ବଡ଼ ଝଟ୍କା ଦେଇ ସଂସଦର ନିମ୍ନ ଗୃହ ବୁଧବାର ବୁର୍କା ନିଷିଦ୍ଧ ସପକ୍ଷରେ ମତ ଦେଇଛନ୍ତି। ତେବେ ଉଲ୍ଲଂଘନକାରୀଙ୍କ ପାଇଁ ୧୦୦୦ ଫ୍ୟାଙ୍କ(ପ୍ରାୟ ୧୧୦୦ ଡଲାର) ପର୍ଯ୍ୟନ୍ତ ଜରିମାନା ମଧ୍ୟ ଧାର୍ଯ୍ୟ କରାଯାଇଛି। ଏହି ଆଇନ ସପକ୍ଷରେ ନ୍ୟାଶନାଲ କାଉନସିଲ ୧୫୧-୨୯ ଭୋଟ ଦେଇଛି, ଯାହା ସିନେଟ୍ ଦ୍ୱାରା ଅନୁମୋଦିତ ହୋଇସାରିଥିଲା। ତେବେ ଏହି ସ୍ବିସ୍ ନିୟମ କେବଳ ପୂଜାସ୍ଥଳକୁ ଛାଡ଼ି ଅନ୍ୟ ସବୁ ସ୍ଥାନରେ ଲାଗୁ ହେବ। ଏଥିରେ ସର୍ବସାଧାରଣ ସ୍ଥାନ ତଥା ବେସରକାରୀ ଅଟ୍ଟାଳିକା ଆଦିରେ ମହିଳାଙ୍କୁ ନାକ, ପାଟି ଏବଂ ଆଖି ଆଦିକୁ ଘୋଡ଼ାଇବାକୁ ବାରଣ କରାଯାଇଛି।
Trending
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ