ପୃଥିବୀର ସବୁଠୁ ବଡ଼ ରହସ୍ୟ ହେଉଛି ୟୁଏଫଓ ବା ଅନଆଇଡେଣ୍ଟିଫାଏଡ ଫ୍ଲାଇଙ୍ଗ ଅବଜେକ୍ଟ। ୟୁଏଫଓକୁ ନେଇ ପ୍ରକାଶ ପାଇଥିବା ନାସାର ରିପୋର୍ଟରେ ଏହା କୁହାଯାଇଛି। ୟୁଏଫଓ ଅନ୍ୟ କୌଣସି ଗ୍ରହର ଯାନ ବୋଲି କୌଣସି ପ୍ରମାଣ ପାଇଲାନି ନାସା। ୟୁଏଫଓ କଣ ତାହା ସ୍ପଷ୍ଟ ହେଲାନି।ରିପୋର୍ଟ ପ୍ରକାଶ କରି କହିଛନ୍ତି ନାସା ପ୍ରଶାସକ ବିଲ ନେଲସନ। ତେବେ ପୃଥିବୀ ଛଡ଼ା ବ୍ରହ୍ମାଣ୍ଡରେ ଅନ୍ୟ କୌଣସି ଗ୍ରହରେ ଜୀବଜଗତ ଥାଇପାରେ। ଏହାର ସନ୍ଧାନ ଜାରି ରଖିଛି ନାସା। ନାସା ଏଥିରେ ସଫଳ ହେବ ବୋଲି କହିଛନ୍ତି ବିଲ ନେଲସନ। ୟୁଏଫଓ କଣ ? ପୃଥିବୀ ବାହାରୁ ପୃଥିବୀକୁ କିଛି ଯାନ ଆସୁଛି କି ? ଏଲିଅନ ବାସ୍ତବରେ ଅଛନ୍ତି କି ? ଏହା ଉପରେ ଗବେଷଣା କରୁଥିଲା ନାସା। ବୈଜ୍ଞାନିକ, ବୈମାନିକ ଏବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏକ୍ସପର୍ଟ ମାନଙ୍କର ଏକ ୧୬ ଜଣିଆ ଗ୍ରୁପ ଏହା ଉପରେ ଗବେଷଣା କରୁଥିଲେ ।
Trending
- ବଳଙ୍ଗା ପୀଡିତା କିରୋସିନ ଢାଳି ନିଜ ଜୀବନ ନେଇଥିଲେ – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଆତଙ୍କବାଦୀମାନଙ୍କୁ ସେମାନଙ୍କ ଧର୍ମ ଦେଖି ନୁହେଁ, ସେମାନଙ୍କ କାର୍ଯ୍ୟକୁ ଆଧାର କରି ହତ୍ୟା କରିଛି ଭାରତ –
- ଭିଜିଲାନ୍ସ ହାତରେ ୧୯୯ ଜଣ ସରକାରୀ ବାବୁ ଧରାପଡ଼ିଛନ୍ତି
- ନବରାତ୍ରର ପ୍ରଥମ ଦିନ
- ଭୁବନେଶ୍ବର କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ପ୍ରଦୀପ ଜେନା
- ବର୍ତ୍ତମାନ କରାଯାଇଥିବା GST ସଂସ୍କାର ଦ୍ୱାରା ଘର ନିର୍ମାଣ, ଗାଡ଼ି କିଣିବା, ବୁଲାବୁଲି ଖର୍ଚ୍ଚ କମିବ – ପ୍ରଧାନମନ୍ତ୍ରୀ
- ବନ୍ଦ ଥିବା ୭୦ ଟି ମଦ ଦୋକାନ ଖୋଲିବା ପାଇଁ ମିଳିଛି ଅନୁମତି
- ଆରପାରିରେ ଆଦିବାସୀ ନେତା ଜର୍ଜ ତିର୍କୀ, ଗଭୀର ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- ମହିଳାଙ୍କୁ ଟାଣିନେଇଥିଲା କୁମ୍ଭୀର , ମିଳିଲା ମୃତଦେହ
- ଆସାମ ରାଇଫଲ୍ସର ଗାଡ଼ି ଉପରେ ଆକ୍ରମଣ, ୨ ଜଣ ଯବାନ ସହିଦ ଓ ୩ ଯବାନ ଆହତ
Prev Post
Next Post