ଜି-୨୦ର ବୈଠକ ପାଇଁ ବିଶ୍ୱ ନେତାମାନେ ଆସିବା ଆରମ୍ଭ କରିଛନ୍ତି। ସଂଧ୍ୟାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, କାନାଡ଼ା ପ୍ରଧାନମନ୍ତ୍ରୀ, ଚୀନ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ନେତା ଆସି ପହଁଚିଛନ୍ତି । ଜି୨୦ ୨୦୨୩ ଶିଖର ସମ୍ମିଳନୀ ଲାଗି ଭାରତରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ(ଅବସରପ୍ରାପ୍ତ) ଭି.କେ. ସିଂହ ତାଙ୍କୁ ସ୍ବାଗତ କରିଛନ୍ତି। ଦିଲ୍ଲୀ ବିମାନବନ୍ଦରରେ ବାଇଡେନ୍ଙ୍କୁ ଭାରତୀୟ ପାରମ୍ପରିକ ନୃତ୍ୟ ସହ ସ୍ବାଗତ କରାଯାଇଛି। ଇଂରାଜୀ ଗୀତ ‘ଶେପ୍ ଅଫ୍ ୟୁ’ ଏବଂ ଭାରତୀୟ ସଙ୍ଗୀତ ‘ଚକ୍ ଦେ ଇଣ୍ଡିଆ’ ମଧ୍ୟ ବଜାଯାଇଛି।ବିଶ୍ବର ଅନେକ ନେତା ଜି ୨୦ ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଁଚିଥିବା ବେଳେ ଟ୍ରାଫିକ୍ ନିୟନ୍ତ୍ରଣ ଏକ ଗୁରୁତ୍ବପୂର୍ଣ୍ଣ ଆହ୍ବାନ ହୋଇଛି । ବିଦେଶୀ ଅତିଥିମାନଙ୍କ ଯାତାୟାତକୁ ସୁଗମ କରିବା ପାଇଁ କେତେକ କଟକଣା ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି।
#WATCH | G-20 in India: US President Joe Biden arrives in Delhi for the G-20 Summit
He will hold a bilateral meeting with PM Narendra Modi today pic.twitter.com/IVWUE0ft7E
— ANI (@ANI) September 8, 2023
#WATCH | G-20 in India | Canadian PM Justin Trudeau arrives in Delhi for the G-20 Summit
He was received by MoS Rajeev Chandrasekhar.#G20India2023 pic.twitter.com/QydfUkVVg0
— ANI (@ANI) September 8, 2023
#WATCH | G 20 in India | On Free Trade Agreement (FTA) under discussion between India and the UK, UK PM Rishi Sunak says, "Both Modi ji and I are keen to see a comprehensive and ambitious trade deal concluded between our two countries. Both of us think there is a good deal to be… pic.twitter.com/xV5WQwg3xm
— ANI (@ANI) September 8, 2023
#WATCH | G-20 in India: Egypt’s President Abdel Fattah al-Sisi arrives in Delhi for the G-20 Summit pic.twitter.com/UYTQkx43Vb
— ANI (@ANI) September 8, 2023
ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ଏବଂ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ଦିଲ୍ଲୀରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ଋଷି ସୁନକଙ୍କ ଏହା ପ୍ରଥମ ଭାରତ ଗସ୍ତ। ତାଙ୍କ ପୂର୍ବରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ନୂଆଦିଲ୍ଲୀରେ ପହଞ୍ଚିଥିଲେ। ଜି-୨୦ ରେ ଅତିଥି ଭାବରେ ବାଂଲାଦେଶକୁ ନିମନ୍ତ୍ରଣ କରାଯାଇଛି। ଏହା ବ୍ୟତୀତ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏବଂ ଆର୍ଜେଣ୍ଟିନାର ରାଷ୍ଟ୍ରପତି ଅଲବର୍ଟୋ ଫର୍ଣ୍ଣାଣ୍ଡିଜ୍ ଦିଲ୍ଲୀରେ ପହଞ୍ଚିଛନ୍ତି।
चीन के प्रधानमंत्री ली कियांग G20 शिखर सम्मेलन के लिए दिल्ली पहुंचे। #G20India2023 | #G20SummitDelhi | #china | #BharatMandapam pic.twitter.com/JGjiZWXP5S
— TheRitamApp | द ऋतम् एप (@TheRitamApp) September 8, 2023
#WATCH | Bangladesh Prime Minister Sheikh Hasina arrives in Delhi for the G20 Summit.
She was received by MoS for Railways & Textiles Darshana Jardosh. pic.twitter.com/9DaZkYtEBO
— ANI (@ANI) September 8, 2023
#WATCH | G 20 in India | United Kingdom Prime Minister Rishi Sunak arrives in Delhi for the G 20 Summit.
He was received by MoS for Consumer Affairs, Food and Public Distribution, and Ministry of Environment, Forest and Climate Change Ashwini Kumar Choubey. pic.twitter.com/NIHgQ00P23
— ANI (@ANI) September 8, 2023
#WATCH | G 20 in India | Japanese Prime Minister Fumio Kishida arrives in Delhi for the G 20 Summit pic.twitter.com/9q5I0FhwHE
— ANI (@ANI) September 8, 2023
#WATCH | G 20 in India | UN Secretary-General António Guterres arrives in Delhi for the G 20 Summit. pic.twitter.com/PsPP76fVv5
— ANI (@ANI) September 8, 2023
#WATCH | G 20 in India | Russian Foreign Minister Sergey Lavrov arrives in Delhi for the G 20 Summit. pic.twitter.com/LCH0DxgRfZ
— ANI (@ANI) September 8, 2023
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଶିଖର ସମ୍ମିଳନୀ ପାଇଁ ନିରୂପିତ ସ୍ଥାନ ପ୍ରଗତି ମୈଦାନରେ ଥିବା ଭାରତ ମଣ୍ଡପମ୍ରେ ବିଶ୍ୱ ନେତାମାନଙ୍କୁ ଜଣଜଣ କରି ସ୍ବାଗତ କରିବେ