ନୂଆଦିଲ୍ଲୀ: ପାକିସ୍ତାନ ଓ ଚୀନକୁ ଚେକ୍ ଦେବା ଲାଗି ଭାରତର ରଣନୀତି । ଶ୍ରୀନଗର ଏୟାରବେସରେ ମୁତୟନ ହେଲା ଅପଗ୍ରେଡେଡ ମିଗ-୨୯ ଫାଇଟର ଜେଟର ଏକ ସ୍କ୍ବାଡ୍ରନ । ଦିନକୁ ଦିନ ସୀମାନ୍ତରେ ଦୁଇ ଦେଶକୁ ନେଇ ନାନା ବିବାଦ ସୃଷ୍ଟି ହୋଇଆସୁଥିବାରୁ ସୀମାର ସୁରକ୍ଷା ଲାଗି ପଦକ୍ଷେପ ନେଇଛି ଭାରତ ।ପାକିସ୍ତାନ ଠାରୁ ବେଶୀ ବିପଦର ସମ୍ମୁଖୀନ ହୋଇଆସୁଥିବା ଶ୍ରୀନଗରରେ ମିଗ୍-୨୧ ସ୍କ୍ବାଡ୍ରନ ବଦଳରେ ମିଗ୍- ୨୯ ସ୍କ୍ବାଡ୍ରନକୁ ମୁତୟନ କରାଯାଇଛି । ଏହାକୁ ଟ୍ରାଇଡେଣ୍ଟ ସ୍କ୍ବାଡ୍ରନ ବା ବର୍ତ୍ତମାନର ଡିଫେଣ୍ଡର ଅଫ ଦି ନର୍ଥ ସ୍କ୍ବାଡ୍ରନ ଭାରତର ସୁରକ୍ଷାକୁ ମଜଭୁତ କରିବ । ଭାରତୀୟ ବାୟୁସେନା ପାଇଲଟ ସ୍କ୍ବାଡ୍ରନ ଲିଡର ବିପୁଳ ଶର୍ମା କହିଛନ୍ତି- କାଶ୍ମୀର ଉପତ୍ୟାକର ମଧ୍ୟଭାଗରେ ଶ୍ରୀନଗର ଅବସ୍ଥିତ ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Next Post