ପ୍ରଥମଥର ଅଷ୍ଟ୍ରେଲିଆ ଓପନ ବ୍ୟାଡମିଣ୍ଟନ ଫାଇନାଲରେ ପ୍ରଣୟ
ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଏଚଏସ୍ ପ୍ରଣୟ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ଓପନ ବ୍ୟାଡମିଣ୍ଟନ ଫାଇନାଲରେ ପ୍ରବେଶ କରିଛନ୍ତି। ସେ ସେମି ଫାଇନାଲରେ ଭାରତର ପ୍ରିୟାଂଶୁ ରାଜାୱତଙ୍କୁ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ଆଜିର ମ୍ୟାଚ୍ରେ ରାଜାୱତ ଦମଦାର ଆରମ୍ଭ କରିଥିଲେ।
𝐓𝐇𝐄 𝐁𝐄𝐀𝐒𝐓 𝐄𝐍𝐓𝐄𝐑𝐒 𝐅𝐈𝐍𝐀𝐋 🤩💥
2️⃣nd Super 500 final on #BWFWorldTour this year 🚀
📸: @badmintonphoto #AustraliaOpen2023#IndiaontheRise#Badminton pic.twitter.com/YTUyVeYeky
— BAI Media (@BAI_Media) August 5, 2023
ତେବେ ପ୍ରଣୟ ଲୟକୁ ଫେରିବା ମାତ୍ରେ ସେ ପୂରା ବ୍ୟାକଫୁଟକୁ ଚାଲି ଯାଇଥିଲେ। ଥୋମାସ କପରେ ଭାରତକୁ ଜିତାଇଥିବା ପ୍ରଣୟ ସିଧାସଳଖ ୨୧-୧୮ ଓ ୨୧-୧୨ରେ ରାଜାୱତଙ୍କୁ ପରାସ୍ତ କରିଛନ୍ତି। ଏବେ ସେ ଫାଇନାଲରେ ବିଶ୍ୱର ୨୪ ନମ୍ବର ଖେଳାଳି ୱେଙ୍ଗ ହୋଙ୍ଗୟାଙ୍ଗଙ୍କୁ ଭେଟିବେ।
“I hope I can do something similar to what I did in Malaysia” 👀
Prannoy 🗣️ after reaching 2️⃣nd final this year 🔥
🎥: @bwfmedia #AustraliaOpen2023#IndiaontheRise#Badminton pic.twitter.com/5Rkajq0J0g
— BAI Media (@BAI_Media) August 5, 2023