ନିଆଁ ଲାଗି ଜଳିଗଲେ ୨୫ ଯାତ୍ରୀ
ମୁମ୍ବାଇ: ମହାରାଷ୍ଟ୍ର ବୁଲଧାନାରେ ବସ୍ରେ ନିଆଁ ଲାଗି ୨୫ ଜଣଙ୍କ ମୃତ୍ୟୁ ହୋଇଛି । ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସଓ୍ବେରେ ବସ୍ରେ ହଠାତ ଲାଗିଥିଲା ନିଆଁ । ବସ୍ଟି ୩୩ ଜଣ ଯାତ୍ରୀଙ୍କୁ ନେଇ ନାଗପୁରରୁ ମୁମ୍ବାଇ ଅଭିମୁଖେ ଯାଉଥିଲା ବେଳେ ଘଟିଥିଲା ଦୁର୍ଘଟଣା । ବସର ଡ୍ରାଇଭର ସୁରକ୍ଷିତ ଥିବାବେଳେ ,ହଠାତ୍ ବସର୍ ଟାୟାର ଫାଟିଯିବାରୁ ବସଟି ଓଲଟିଯାଇ ନିଆଁ ଲାଗିଯାଇଥିବା ସେ କହିଛନ୍ତି
#WATCH | Maharashtra: Visuals from Samruddhi Mahamarg expressway in Buldhana where 26 people died and 8 others were injured after a bus travelling from Nagpur to Pune met with an accident. pic.twitter.com/3JTRLzKuZH
— ANI (@ANI) July 1, 2023