ସ୍ନାନ ମଣ୍ଡପରେ ରକ୍ତଛିଟା ହେତୁ ଶ୍ରୀଜିଉଙ୍କ ହେବ ମହାସ୍ନାନ

ଶ୍ରୀଜିଉଙ୍କ ଦେବସ୍ନାନ ବେଳେ ଅଘଟଣ  -ଘଟିଛି । ସ୍ନାନ ମଣ୍ଡପ ଚକଡାରେ ରକ୍ତ ଛିଟା ଦେଖିଲେ ଜେଟିପି । ସ୍ନାନ ମଣ୍ଡପରେ ରକ୍ତଛିଟା ହେତୁ ଶ୍ରୀଜିଉଙ୍କ  ମହାସ୍ନାନ ହେବା ନେଇ ନୀତି ରହିଛି । କୌଣସି ଜଣେ ସେବାୟତଙ୍କ ଠାରୁ ରକ୍ତଛିଟା ଲାଗିଥିବା ଚର୍ଚା ହେଉଛି ।