Odisha ବିନାସୁଧରେ ୩୨ ଲକ୍ଷରୁ ଅଧିକ ଚାଷୀଙ୍କୁ ଦିଆଯାଉଛି ଋଣ Last updated May 22, 2023 ଭୁବନେଶ୍ବର: ରାଜ୍ୟରେ ବିନା ସୁଧରେ ଉପକୃତ ହେଉଛନ୍ତି ୩୨ ଲକ୍ଷରୁ ଅଧିକ ଚାଷୀ। ସମବାୟ ଓ ଖାଦ୍ୟ ଯୋଗାଣ ବିଭାଗର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ ଇସ୍ତାହାରରେ ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟ ଥିଲା। ରାଜ୍ୟ ଖାଦ୍ୟ ସୁରକ୍ଷାରେ ଅତିରିକ୍ତ ୧୦ଲକ୍ଷ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ସମସ୍ତ ୩୦ଜିଲ୍ଲାରେ ଭିଟାମିନଯୁକ୍ତ ଚାଉଳ ଦିଆଯାଉଛି। ଫସଲ ବୀମା ଯୋଜନାରେ ଖରିଫ ଧାନ କିଣାରେ ଚାଷୀଙ୍କ ପ୍ରିମିୟମ ରାଜ୍ୟ ସରକାର ବହନ କରିବେ ବୋଲି ମନ୍ତ୍ରୀ କହିଛନ୍ତି । Share