ବାଂଲାଦେଶ ବିପକ୍ଷରେ ଭାରତର ବ୍ୟାଟିଂ ଜାରି
ଢାକା: ଆରମ୍ଭ ହୋଇଛି ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ । ଅଧିନାୟକ କେଏଲ ରାହୁଲ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିସହ ଭାରତ ପ୍ରଥମେ ବ୍ୟାଟିଂ କରି ଏକ ଉଇକେଟ ହରାଇ କରିଛି 43 ରନ୍ । ବୋଲି ସେ ନିଷ୍ପତ୍ତି ନେଇଛନ୍ତି। ୩ଟି ଯାକ ଦିନିକିଆରେ ଟସ୍ ହାରିଥିବା ଭାରତ ଆଜି ପ୍ରଥମଥର ବାଂଲାଦେଶ ବିପକ୍ଷରେ ଟସ୍ ଜିତିଛି। ଶୁଭମନ ଗିଲ 20 ରନ କରି ଆଉଟ ହୋଇଛନ୍ତି ।