ଗୁଜରାଟରେ ‘ବିଜେପି’ ବିଜେପି 150 ସିଟିରେ ଆଗୁଆ
ଗୁଜରାଟରେ ‘ବିଜେପି’ 151 ଟି ଆସନରେ ଆଗୁଆ ରହି ତା’ର ସ୍ଥିତି ସୁଦୃଢ଼ କରିଥିବା ବେଳେ କଂଗ୍ରେସ 18ଟି ଓ ‘ଆପ୍’ 6ଟି ଆସନରେ ଆଗୁଆ ରହିଛି।
ଗୁଜରାଟରେ ନିର୍ବାଚନ ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ଗୁଜରାଟର ୧୮୨ ଆସନ ମଧ୍ୟରୁ ବିଜେପି ରେକର୍ଡ କରିବାରେ ଲାଗିଛି । ଅରବିନ୍ଦ କେଜ୍ରିୱାଲଙ୍କ ଆପ୍ କେବଳ ୬ଟି ଓ କଂଗ୍ରେସ ୧୯ଟି ଆସନରେ ଲିଡ୍ କରୁଛି।