ଦିଲ୍ଲୀରେ ମଦ ଦୋକାନ କୁ ଅଧିକ ଅନୁମତି ଦେବାକୁ ଦେଇ ଆନ୍ନା ହଜାରେ କେଜରିଓ୍ବାଲଙ୍କ ଉପରେ ବର୍ଷିଛନ୍ତି । ସ୍ବରାଜ ପୁସ୍ତକରେ ବଡ଼ ବଡ଼ କଥା ଲେଖିଥିବା ଅରବିନ୍ଦ କେଜରିଓ୍ବାଲଙ୍କ ଆଚରଣରେ ଓଲଟା ସବୁ କରୁଥିବା ସେ ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ ସବୁ ଆଦର୍ଶ, ଆଚରଣ ଭୁଲି ଯାଇଥିବା କହିଛନ୍ତି ଆନ୍ନା ହଜାରେ । ମଦ ବିଡି, ସିଗାରେଟ ବିକ୍ରିକୁ ଦିନେ ବିରୋଧ କରି ଆପଣ ଅନେକ କଥା କହୁଥିଲେ । କିନ୍ତୁ ସରକାର ଆସିବା ପରେ ଏବେ ସେ ସବୁକୁ ପ୍ରଶୟ କିପରି ଦେଉଛନ୍ତି ବୋଲି ସେ କହିଛନ୍ତି । 2012ରେ ଯେଉଁ ନୀତି ଆଦର୍ଶରେ ମୋ ସହ ଆପଣ ଆନ୍ଦୋଳନ କରୁଥିଲେ ସେ ସବୁ କେମିତି ଏତେ ଶୀଘ୍ର ଭୁଲିଗଲେ ବୋଲି କହିଛନ୍ତି ଆନ୍ନା ହଜାରେ ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Next Post