ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା ନୀତି ଅୟୋଗ ବୈଠକ

ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ଆୟୋଗ ଗଭନିଂ କାଉନସିଲ ବୈଠକ ଆରମ୍ଭ ହୋଇଛି । ଏଥିରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେଇ ନିଜ ନିଜ ରାଜ୍ୟ ପାଇଁ ଦାବି ଉପସ୍ଥାପନ କରୁଛନ୍ତି ।

https://twitter.com/ANI/status/1556178224379740161

ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏଥିରେ ନିଜ ନିଜର ମତ ରଖୁଛନ୍ତି ।