ଭୂକମ୍ପରେ ଥରିଲା ଇଣ୍ଡୋନେସିୟା

ଭୂକମ୍ପରେ ଥରିଲା ଇଣ୍ଡୋନେସିୟା

ମେଟ୍ରୋ ଟିଭି ଓଡିଶା (୧୯ .୪.୨୦୨୨):

ଭୂକମ୍ପରେ ଥରିଲା ଇଣ୍ଡୋନେସିୟା। ଇଣ୍ଡୋନେସିୟାରେ ମଙ୍ଗଳବାର ସକାଳ ୬ଟା୫୩ରେ ବଡ ଧରଣର ଭୂକମ୍ପ ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୬ ରେକର୍ଡ କରାଯାଇଛି। ଏନସିଏସ ସୂଚନାନୁଯାୟୀ, ଭୂକମ୍ପର କେନ୍ଦ୍ର କୋଟାମୋବାଗୁ।

ଏହା ସୁଲାବେସୀ ଠାରୁ ୭୭୯ କିଲୋମିଟର ଦୂରରେ ସ୍ଥିତ। ତେବେ ଏଥିରେ କୌଣସି ଧନଜୀବନ ହାନୀ ହୋଇଥିବା ନେଇ ଏଯାବତ୍‍ କୌଣସି ସୂଚନା ମିଳିନାହିଁ।