ଜାପାନର ପଶ୍ଚିମ ଓଗାସାୱାରା ଦ୍ୱୀପପୁଞ୍ଜରେ ୬.୩ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଛି । ସ୍ଥାନୀୟ ପାଣିପାଗ ଏଜେନ୍ସି ଏହି ସୂଚନା ଦେଇଛି । ଜାପାନ ମେଟେରୋଲୋଜିକାଲ ଏଜେନ୍ସି (ଜେଏମଏ) ର ସୂତ୍ରରୁ ପ୍ରକାଶ କି, ଏହି ଭୂକମ୍ପ ସ୍ଥାନୀୟ ସମୟ ପୂର୍ବାହ୍ନ ୫ ଟା ସମୟରେ ଓଗାସାୱାରା ଗ୍ରାମରେ ଘଟିଛି ଓ ଜାପାନର ଭୂକମ୍ପ ପ୍ରବଣତା ସ୍କେଲ ୭ ଅନୁସାରେ ୩ ମପାଯାଇଛି ।ଏହି ଭୂକମ୍ପର କେନ୍ଦ୍ର ପଶ୍ଚିମ ଓଗାସାୱାରା ଦ୍ୱୀପପୁଞ୍ଜଠାରୁ ୫୩୦ କିଲୋମିଟର ଗଭୀରତାରେ ୨୭.୧ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୧୩୯.୦ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଅବସ୍ଥିତ ।
Trending
- ଗଣେଶ ଉତ୍ସବ
- ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପୁନର୍ଗଠିତ
- ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ନିଜର ନୂଆ ଯୁବ ବାହିନୀ, ଇପ୍ସିତା ଓ ଚିନ୍ମୟଙ୍କୁ ମିଳିଲା ଗୁରୁଦାୟିତ୍ବ
- ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା ,ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
- ଧର୍ମଶାଳା ପରେ ବଡ଼ଚଣାରେ ବିଜେଡିକୁ ଝଟ୍କା
- ଆମେ ଆମର ନୈତିକ ମୂଲ୍ୟବୋଧର ସ୍ତରକୁ ତଳକୁ ଖସିଯିବାକୁ ଦେବା ଉଚିତ ନୁହେଁ
- ମହିଳା ନିଯୁକ୍ତି ହାର ଦ୍ୱିଗୁଣିତ ହୋଇଛି
- ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ
- ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ
- ରାଜ୍ୟ କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ
Next Post