ବିଶ୍ବ ମହାସାଗର ଦିବସ

ମେଟ୍ରୋ ଟିଭି ଓଡ଼ିଶା (୮.୬.୨୦୨୨ )

୨୦୦୮ରେ ଜାତିସଂଘ ‘ବିଶ୍ବ ମହାସାଗର ଦିବସ’ ପାଳନ କରିବାକୁ ଆନୁଷ୍ଠାନିକ ଭାବେ ଘୋଷଣା କଲା। ସେବେଠାରୁ ପ୍ରତି ବର୍ଷ ଜୁନ୍‌ ୮ରେ ବିଶ୍ବସ୍ତର​‌ରେ ‘ମହାସାଗର ଦିବସ’ ପାଳିତ ହେଉଛି। ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ହେଉଛି ସମୁଦ୍ରର ସୁରକ୍ଷା, ସାମୁଦ୍ରିକ ପ୍ରାଣୀଙ୍କ ବଂଶବୃଦ୍ଧି ତଥା ସାଗର, ମହାସାଗରରୁ ମିଳୁଥିବା ସମ୍ବଳକୁ ନେଇ ଲୋକେ ଯେମିତି ସଚେତନ ହେବେ ।

ସାଗର, ମହାସାଗର ଏବେ ଦୂଷିତ ହେବାରେ ଲାଗିଛି। ଏସବୁର ଶ୍ରେୟ ମନୁଷ୍ୟଜାତିକୁ ଦିଆଯିବ। ବର୍ତ୍ତମାନ ସମୟରୁ ମହାସାଗର ସୁରକ୍ଷା ଦିଗ ପ୍ରତି ସଚେତନ ନ ହେଲେ, ଆଗାମୀ ଦିନରେ ଉତ୍ତପ୍ତ ପରିବେଶରେ ରହିବା ସହ ଦୂଷିତ ପାଣି ପିଇବାକୁ ମଧ୍ୟ ଆମେ ଏକରକମ ବାଧ୍ୟ ହେବା ବୋଲି ଗବେଷକମାନେ ମତ ଦେଇଛନ୍ତି।୨୦୦୮ରେ ଜାତିସଂଘ ‘ବିଶ୍ବ ମହାସାଗର ଦିବସ’ ପାଳନ କରିବାକୁ ଆନୁଷ୍ଠାନିକ ଭାବେ ଘୋଷଣା କଲା। ସେବେଠାରୁ ପ୍ରତି ବର୍ଷ ଜୁନ୍‌ ୮ରେ ବିଶ୍ବସ୍ତର​‌ରେ ‘ମହାସାଗର ଦିବସ’ ପାଳିତ ହେଉଛି। ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ହେଉଛି ସମୁଦ୍ରର ସୁରକ୍ଷା, ସାମୁଦ୍ରିକ ପ୍ରାଣୀଙ୍କ ବଂଶବୃଦ୍ଧି ତଥା ସାଗର, ମହାସାଗରରୁ ମିଳୁଥିବା ସମ୍ବଳକୁ ନେଇ ଲୋକେ ଯେମିତି ସଚେତନ ହେବେ । ସାଗର, ମହାସାଗର ଏବେ ଦୂଷିତ ହେବାରେ ଲାଗିଛି। ଏସବୁର ଶ୍ରେୟ ମନୁଷ୍ୟଜାତିକୁ ଦିଆଯିବ। ବର୍ତ୍ତମାନ ସମୟରୁ ମହାସାଗର ସୁରକ୍ଷା ଦିଗ ପ୍ରତି ସଚେତନ ନ ହେଲେ, ଆଗାମୀ ଦିନରେ ଉତ୍ତପ୍ତ ପରିବେଶରେ ରହିବା ସହ ଦୂଷିତ ପାଣି ପିଇବାକୁ ମଧ୍ୟ ଆମେ ଏକରକମ ବାଧ୍ୟ ହେବା ବୋଲି ଗବେଷକମାନେ ମତ ଦେଇଛନ୍ତି।