ଦିନକୁ ଦିନ ବଢୁଥିବା ଉତ୍ତେଜନା ମଧ୍ୟରେ ଚାଇନା ଏବଂ ଫିଲିପାଇନ୍ସ ମଧ୍ୟରେ ସମ୍ପର୍କ ବିଗିଡି ଯାଉଥିବା ଜଣାପଡିଛି। ଦକ୍ଷିଣ ଚାଇନା ସାଗରରେ ବିବାଦୀୟ ଉପକୂଳ ନିକଟରେ ସୋମବାର (୧୯ଅଗଷ୍ଟ ୨୦୨୪) ଚାଇନା ଏବଂ ଫିଲିପାଇନ୍ସ ଜାହାଜ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାର ଖବର ରହିଛି। ବେଜିଂ ଏହା ନିଶ୍ଚିତ କରିଛି। ଦକ୍ଷିଣ ଚାଇନା ସାଗରର ବିବାଦୀୟ ଉପକୂଳ ନିକଟରେ ଚାଇନା ଏବଂ ଫିଲିପାଇନ୍ସର ଜାହାଜ ମୁହାଁମୁହିଁ ହୋଇଛି ବୋଲି ଚାଇନା କୋଷ୍ଟଗାର୍ଡଙ୍କ ଉଦ୍ଧେଶ୍ୟରେ କହିଛନ୍ତି। ଜାଣିଶୁଣି ଫିଲିପାଇନ୍ସ ଏହି ଘଟଣା ସୃଷ୍ଟି କରିଛି।ସାବିନା କୋଷ୍ଟଗାର୍ଡ ଏବଂ ସ୍ପ୍ରାଟଲି ଦ୍ୱୀପପୁଞ୍ଜ ପାଇଁ ଚାଇନାର ନାମ ବ୍ୟବହାର କରି ଚାଇନା ସେଣ୍ଟ୍ରାଲ ଟିଭିର ଏକ ରିପୋର୍ଟରେ କୁହାଯାଇଛି ଯେ ଚାଇନା ସରକାରଙ୍କ ଅନୁମତି ବିନା ନାନସା ଦ୍ୱୀପରେ ଥିବା ଜିଆନବିନ ରିଫ ନିକଟରେ ଥିବା ବେଆଇନ ଭାବେ ଫିଲିପାଇନ୍ସ ଉପକୂଳ ଗାର୍ଡ ଜାହାଜ ଚଳାଚଳ କରୁଛି।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post