ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ଆଜିଠାରୁ ୬ ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୧ ପର୍ଯ୍ୟନ୍ତ ଜାପାନରେ ରହିବେ ମୋଦି । ଜାପାନରେ ହେବାକୁ ଥିବା ଜି ୭ ଶିଖର ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ଶାନ୍ତି , ସ୍ଥିରତା , ସୁରକ୍ଷା ବ୍ୟବସ୍ଥା ଓ ଜଳବାୟୁ ପରିବର୍ତନ ପରି ବିଭିନ୍ନ ପ୍ରମୁଖ ବିଷୟରେ ଆଲୋଚନା କରିବେ । ଜାପାନ ପ୍ରଧାନମନ୍ତ୍ରୀ ଫିିଶିଦା ଫୁମିୟୋଙ୍କ ସାକ୍ଷାତ କରିବା ସହ ଦ୍ୱିପାକ୍ଷିକ ବୈଠକର କାଯ୍ୟକ୍ରମ ରହିଛି । ଏହାପରେ ମୋଦି ପାପୁଆ ନ୍ୟୁ ଗିନି ଓ ଅଷ୍ଟ୍ରେଲିଆ ଯିବାର କାର୍ଯ୍ୟକ୍ରମ ରହିଛି ।
#WATCH | Hiroshima | G7 leaders take part in sapling planting at Hiroshima Peace Memorial Park in Japan.#G7HiroshimaSummit pic.twitter.com/7ORPabhPVz
— ANI (@ANI) May 19, 2023
PM @narendramodi emplanes for his visit to Japan, Papua New Guinea and Australia. pic.twitter.com/GUgASHKd9y
— PMO India (@PMOIndia) May 19, 2023