ବ୍ରିଟେନରେ ସ୍କୁଲ ପିଲା ବ୍ୟବହାର କରିବେନି ଫୋନ୍ଛୋ । ବ୍ରିଟେନରେ ଅଭିଭାବକମାନେ ଅଭିଯୋଗ କରିବା ପରେ ପ୍ରଧାନମନ୍ତ୍ରୀ ସୁନକ ଏବେ କଡ଼ା ନିର୍ଦେଶ ଦେଇଛନ୍ତି । ଗତ କିଛି ବର୍ଷ ହେଲା ପିଲାମାନେ ପଢ଼ା ଉପରେ ଧ୍ୟାନ ଦେଇପାରୁନାହାଁନ୍ତି । ଏହି କାରଣରୁ ଏବେ ବ୍ରିଟେନ୍ ସରକାର ଏକ ବଡ଼ ନିଷ୍ପତି ନେଇଛନ୍ତି । ଆଉ ବ୍ରିଟେନ୍ର ସ୍କୁଲ୍ଗୁଡ଼ିକରେ ମୋବାଇଲ ବ୍ୟବହାରକୁ ସମ୍ପୂର୍ଣ୍ଣ ବ୍ୟାନ୍ କରିଛନ୍ତି । ସୋସିଆଲ ମିଡିଆ ଏକ୍ସ’ରେ ଏକ ଭିଡିଓ ପୋଷ୍ଟ କରି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଭିଡିଓରେ ପ୍ରଥମେ ସେ କିଛି କହିବାକୁ ଚାହୁଁଛନ୍ତି, ହେଲେ ବାରମ୍ବାର ତାଙ୍କ ଫୋନ୍ ବାଜୁଛି । ଆଉ ସେ କହିପାରୁ ନାହାନ୍ତି । ଭିଡିଓରେ ସେ ଯେତେବେଳେ ବି କିଛି କହିବାକୁ ଚେଷ୍ଟା କରୁଛନ୍ତି ଠିକ୍ ସେହି ସମୟରେ ତାଙ୍କ ଫୋନ୍ ବାଜୁଛି । ଶେଷରେ ସେ ନିଜ ପକେଟରୁ ଫୋନ୍ ବାହାର କରି ଟେବୁଲ ଉପରେ ରଖୁଛନ୍ତି । ଆଉ କହୁଛନ୍ତି ଦେଖୁଛନ୍ତି ତ କେତେ ଡିଷ୍ଟର୍ବ କରୁଛି ଏହି ଫୋନ୍ ।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Prev Post
Next Post