ପଶ୍ଚିମ ଆଲାସ୍କାରେ ବିମାନ ଦୁର୍ଘଟଣାରେ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ
ପଶ୍ଚିମ ଆଲାସ୍କାରେ ବିମାନ ଦୁର୍ଘଟଣା । ବିମାନରେ ଥିବା ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କୋଷ୍ଟଗାର୍ଡ ଏହି ଧବଂସାବଶେଷ ଚିହ୍ନଟ କରିଛନ୍ତି । ଆମେରିକାର ପଶ୍ଚିମ ଆଲାସ୍କାରେ ଥିବା ନୋମ ସହରକୁ ଯାଉଥିବା ବିମାନ ଗାଏବ ହୋଇଯାଇଥିଲା । ପରେ ସମୁଦ୍ର ନିକଟରେ ଥିବା ବରଫ ନିକଟରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ପଡିଥିବା ଚିହ୍ନଟ ହୋଇଥିଲା । ଏଥିରେ ଥିବା ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ହେଲିକାପ୍ଟର ବିମାନର ସନ୍ଧାନ କରାଯାଉଥିବା ବେଳେ ଆମେରିକା କୋଷ୍ଟ ଗାର୍ଡ ଏହି ଧ୍ବଂସାବଶେଷକୁ ସମୁଦ୍ର ନିକଟରେ ପଡିଥିବା ଦେଖିବାକୁ ପାଇଥିଲେ । ପରେ ସେଠାକୁ ଯାଇ ଯାଞ୍ଚ କରିବା ପରେ ୯ ଜଣ ଯାତ୍ରୀଙ୍କ ସମେତ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି