ପୁଣିଥରେ ପଶ୍ଚିମ ୟୁକ୍ରେନ ସହର ଲଭିଭରେ ମଙ୍ଗଳବାର ସକାଳେ ବିସ୍ଫୋରଣରେ କମ୍ପିତ ହୋଇଛି। ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ, ରୁଷିଆର ଏୟାର ଷ୍ଟ୍ରାଇକ୍ରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି ଏବଂ ଏକ ଶିଳ୍ପ ଗୋଦାମରେ ମଧ୍ୟ ଅଗ୍ନିକାଣ୍ଡ ଘଟିଛି।ଲଭିଭରେ ହୋଇଥିବା ଆକ୍ରମଣ ପରେ ଜଣେ ମହିଳା ଏବଂ ଜଣେ ପୁରୁଷ ଭଗ୍ନାବଶେଷ ତଳେ ଫସିରହିଥିବା ଦେଖିବାକୁ ମିଳିଥିଲା।ପ୍ରାଥମିକ ସୂଚନା ଅନୁଯାୟୀ, ମିଳିଥିବା ମହିଳା ଆହତ ହୋଇନାହାଁନ୍ତି, କିନ୍ତୁ ପୁରୁଷଙ୍କ ଅବସ୍ଥା ଗୁରୁତର ଥିବା ନେଇ ଜଣାପଡିଛି।
Trending
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
Prev Post
Next Post