ଯୁଦ୍ଧ ବିରାମ କରିବ ଇସ୍ରାଏଲ । ଉତ୍ତର ଗାଜାର ଲୋକଙ୍କୁ ସୁରକ୍ଷିତ ଭାବେ ଦକ୍ଷିଣକୁ ପଳାୟନ ଓ ମାନବୀୟ ସହାୟତାକୁ ତ୍ବରାନ୍ବିତ କରିବାକୁ ଯୁଦ୍ଧ ବିରାମ କରିବ । ଆମେରିକାର ବୈଦେଶିକ ମନ୍ତ୍ରାଳୟ ଏହି ସୂଚନା ଦେଇଛି । ଗାଜାରେ ଘମାଘୋଟ ଯୁଦ୍ଧ । ଗାଜାକୁ ଘେରାବନ୍ଦୀ କରି ହମାସ ସୁଡ଼ଙ୍ଗରେ ପ୍ରଚଣ୍ଡ ଆକ୍ରମଣ କରୁଛି ଇସ୍ରାଏଲ ସେନା । ଇସ୍ରାଏଲ ଗ୍ରାଉଣ୍ଡ ଅପରେସନରେ ଏଯାଏ ହମାସର ୬୦ କମାଣ୍ଡର ନିହତ ହେଲେଣି । ସହରର ଦୁଇଟି ହସପିଟାଲ ନିକଟରେ ଜୋରଦାର ଗୁଳିଗୋଳା ମାଡ଼ ହୋଇଛି ।
Trending
- ରାଜ୍ୟ କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ
- ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପତି
- ପୁଲିସ୍ ଏସ୍ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ
- ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀର ପ୍ରଥମ ସଫଳ ପରୀକ୍ଷଣ
- ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ସମ୍ମିଳନୀ
- ଗଣତନ୍ତ୍ରରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ବିଚାର ମନ୍ଥନ ହେଉଛି ସର୍ବୋତ୍ତମ ଉପାୟ
- ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ବୃଦ୍ଧି ପାଇଛି,୮ଟି ଫାଟକ ବନ୍ୟାଜଳ ନିଷ୍କାସନ
- ଯୌତୁକ ପାଇଁ ନିକ୍କିଙ୍କୁ ଜାଳିଥିଲା, ଏବେ ପୁଲିସ କଲା ଏନକାଉଣ୍ଟର
- ସମ୍ବଲପୁରରେ ହେବ ଓୟୁଏଟିର କ୍ୟାମ୍ପସ
- ବୁଲା କୁକୁରଙ୍କୁ ମାଂସ ଦିଆଯିବ ନାହିଁ
Prev Post
Next Post